ରୋଷଘରୁ ବାହାରିଲା କାଲିର ଅମୁଣିଆ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରୋଷଘରୁ ବାହାରିଲା କାଲିର ଅମୁଣିଆ। ଧୋ-ପଖାଳ ସେବାୟତଙ୍କ ଦ୍ୱାରା ଅମୁଣିଆ ବାହାର କରାଯାଇଛି। ରୋଷଘର ଶୋଧ ପରେ ରୋଷ ହୋମ କରାଯିବା କାର୍ଯ୍ୟକ୍ରମ ରହିଛି। ଅମୁଣିଆ ବାହାର କରି କୋଇଲି ବୈକୁଣ୍ଠରେ ପୋତାଯିବା ପରେ ରୋଷହୋମ ଏବଂ ଗୋପାଳ ବଲ୍ଲଭ ଓ ସକାଳଧୂପ ନୀତି ହେବ। ଆଜି ବି ଭକ୍ତଙ୍କୁ ମହାପ୍ରସାଦ ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି। ମହାପ୍ରସାଦ ନଷ୍ଟ ହେବା ଯୋଗୁଁ ହୋଇଥିବା କ୍ଷତିପୂରଣ ଦାବିରେ ସୁଆର-ମହାସୁଆର ନିଯୋଗ ସେବାୟତମାନେ ସିଂହଦ୍ୱାର ଆଗରେ […]

Puri-Jagannath

Puri-Jagannath

Rakesh Mallick
  • Published: Tuesday, 17 April 2018
  • Updated: 17 April 2018, 03:24 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରୋଷଘରୁ ବାହାରିଲା କାଲିର ଅମୁଣିଆ। ଧୋ-ପଖାଳ ସେବାୟତଙ୍କ ଦ୍ୱାରା ଅମୁଣିଆ ବାହାର କରାଯାଇଛି। ରୋଷଘର ଶୋଧ ପରେ ରୋଷ ହୋମ କରାଯିବା କାର୍ଯ୍ୟକ୍ରମ ରହିଛି। ଅମୁଣିଆ ବାହାର କରି କୋଇଲି ବୈକୁଣ୍ଠରେ ପୋତାଯିବା ପରେ ରୋଷହୋମ ଏବଂ ଗୋପାଳ ବଲ୍ଲଭ ଓ ସକାଳଧୂପ ନୀତି ହେବ।

ଆଜି ବି ଭକ୍ତଙ୍କୁ ମହାପ୍ରସାଦ ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି। ମହାପ୍ରସାଦ ନଷ୍ଟ ହେବା ଯୋଗୁଁ ହୋଇଥିବା କ୍ଷତିପୂରଣ ଦାବିରେ ସୁଆର-ମହାସୁଆର ନିଯୋଗ ସେବାୟତମାନେ ସିଂହଦ୍ୱାର ଆଗରେ ଧାରଣା ଦେଇଛନ୍ତି। ଭୋଗମଣ୍ଡପ ବିଳମ୍ବ ଯୋଗୁଁ କାଲି ମହାପ୍ରସାଦ ବାହାରି ପାରି ନଥିଲା ଏବଂ ପ୍ରାୟ ୫୦ ଲକ୍ଷ ଟଙ୍କାର ମହାପ୍ରସାଦ ନଷ୍ଟ ହୋଇଥିବା କୁହାଯାଉଛି।

ନୀତି ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ ବସିଥିଲା।  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଅନ୍ୟ କିଛି ନିଯୋଗର ପ୍ରତିନିଧି ବୈଠକରେ ଆଲୋଚନା କରିଥିଲେ। ଗତରାତିରେ ନୀତି ବିଭ୍ରାଟ ଯୋଗୁଁ ପହଡ଼ ନପଡ଼ିବାରୁ ରାତି ସାରା ଅନିଦ୍ରା ରହିଥିଲେ ମହାପ୍ରଭୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story