ବଳାତ୍କାର କଲେ, ତା’ପରେ ଆଉ ୩ ସାଙ୍ଗକୁ ଡାକିଲେ

ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ସବୁ ସୀମା ଟିପିଗଲେ। ମଦ ନିଶାରେ ୩ ଯୁବକ ଜଣେ ନାବାଳିକାକୁ କାଜୁ ଜଙ୍ଗଲରେ ବଳାତ୍କାର କଲେ। ମୋବାଇଲରେ ଭିଡ଼ିଓ ସୁଟିଂ ମଧ୍ୟ କଲେ। ଝିଅ ମାଆ ଓ ଅନ୍ୟ ମହିଳାମାନେ ନାବାଳିକାଙ୍କୁ କାଜୁ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହିତ ଦୁଇ ବଳାତ୍କାରୀଙ୍କୁ କାବୁ କରି ନେଇଥିଲେ। ଏପରି ଲୋମହର୍ଷଣ ଘଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଘଟିଛି। ପୂରା ଘଟଣା ଏମିତି। ଗତକାଲି ନାବାଳିକା ଜଣକ ଘର ପଛ […]

RAPEVICTIM

RAPEVICTIM

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 04:40 PM IST

ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ସବୁ ସୀମା ଟିପିଗଲେ। ମଦ ନିଶାରେ ୩ ଯୁବକ ଜଣେ ନାବାଳିକାକୁ କାଜୁ ଜଙ୍ଗଲରେ ବଳାତ୍କାର କଲେ। ମୋବାଇଲରେ ଭିଡ଼ିଓ ସୁଟିଂ ମଧ୍ୟ କଲେ। ଝିଅ ମାଆ ଓ ଅନ୍ୟ ମହିଳାମାନେ ନାବାଳିକାଙ୍କୁ କାଜୁ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହିତ ଦୁଇ ବଳାତ୍କାରୀଙ୍କୁ କାବୁ କରି ନେଇଥିଲେ। ଏପରି ଲୋମହର୍ଷଣ ଘଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଘଟିଛି।

ପୂରା ଘଟଣା ଏମିତି। ଗତକାଲି ନାବାଳିକା ଜଣକ ଘର ପଛ ପଟକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ବୁରପଲ୍ଲୀ ଗାଁର ଜଣେ ଯୁବକ ନାବାଳିକାଙ୍କ ମୁହଁରେ ରୁମାଲ୍‌ ବାନ୍ଧି ନିକଟସ୍ଥ କାଜୁ ଜଙ୍ଗଲକୁ ଟେକିନେଇ ବଳାତ୍କାର କରିଥିଲା। ପରେ ଫୋନ୍‌ କରି ତାଙ୍କର ଅନ୍ୟ ୩ ସାଙ୍ଗକୁ ଡାକିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ବଳାତ୍କାର କରିଥିଲେ। ଏପରି କାର୍ଯ୍ୟକୁ ଜଣେ ଯୁବକ ବିରୋଧ କରିଥିଲେ। ତେବେ ଅନ୍ୟ ୩ ଜଣ ଯାକ ତାଙ୍କୁ ମାରିଦେବାକୁ ଧମକ ଦେଇଥିଲେ। ଏପରିକି ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଯାହାଫଳରେ ସେହି ଯୁବକ ଜଣକ ଚୁପ୍ ରହିଥିଲେ।

ଅନ୍ୟପକ୍ଷରେ ଝିଅ ଘରକୁ ଫେରିବାରେ ବିଳମ୍ୱ ହେବାରୁ ମାଆ ଓ କିଛି ମହିଳା ତାଙ୍କୁ ଖୋଜିବା ପାଇଁ କାଜୁ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଝିଅକୁ ୨ ଜଣ ଯୁବକ ମାଡ଼ି ବସିଥିବା ବେଳେ ଜଣେ ବଳାତ୍କାର କରୁଥିବା ଦେଖି ଚିତ୍କାର କରିଥିଲେ। ମହିଳାମାନଙ୍କୁ ଦେଖି ସେମାନେ ପଳାଇବାକୁ ଉଦ୍ୟମ କରୁଥିଲେ। ତେବେ ମହିଳାମାନେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କାବୁ କରି ଥାନା ଜିମାରେ ଦେଇଥିଲେ। ନାବାଳିକାଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ସମସ୍ତଙ୍କ ଡାକ୍ତରୀମାଇନା କରାଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story