ଜଗତପୁରରେ ଡେଙ୍ଗୁ ପାଇଁ ବସ୍ତିଗୁଡ଼ିକୁ ଦାୟୀ କଲା ଶିଳ୍ପ ସଂଘ

କଟକ: ଜଗତପୁର ଶିଳ୍ପାଞ୍ଚଳରେ ଡେଙ୍ଗୁ ବ୍ୟାପିବା ପଛରେ ଶିଳ୍ପସଂସ୍ଥା ନୁହେଁ ବରଂ ସେଠାରେ ଥିବା ବସ୍ତି ଅଞ୍ଚଳ ଦାୟୀ ବୋଲି କହିଛି ଓଡ଼ିଶା ଶିଳ୍ପ ସଂଘ। ଜିଲ୍ଲା ପ୍ରଶାସନ ଶିଳ୍ପସଂସ୍ଥାଗୁଡିକୁ କାରଣ ଦର୍ଶାଅ ଏବଂ ବନ୍ଦ ନୋଟିସ୍ ଦେବା ସଂପୂର୍ଣ୍ଣ ଅନୁଚିତ ବୋଲି ସଂଘର କର୍ମକର୍ତ୍ତାମାନେ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି। ସଂଘର ସଭାପତି ଅବନୀ କାନୁନଗୋ କହିଥିଲେ,“ପରିସ୍ଥିତିର ଅନୁଧ୍ୟାନ ନ କରି ଜିଲ୍ଲା ପ୍ରଶାସନ ନୋଟିସ୍ ଦେବା ଦ୍ୱାରା ଶିଳ୍ପ ସଂସ୍ଥା ଗୁଡ଼ିକର ମାଲିକମାନେ […]

jagatpur-dengu

jagatpur-dengu

Rakesh Mallick
  • Published: Monday, 25 July 2016
  • Updated: 25 July 2016, 05:14 PM IST

Sports

Latest News

କଟକ: ଜଗତପୁର ଶିଳ୍ପାଞ୍ଚଳରେ ଡେଙ୍ଗୁ ବ୍ୟାପିବା ପଛରେ ଶିଳ୍ପସଂସ୍ଥା ନୁହେଁ ବରଂ ସେଠାରେ ଥିବା ବସ୍ତି ଅଞ୍ଚଳ ଦାୟୀ ବୋଲି କହିଛି ଓଡ଼ିଶା ଶିଳ୍ପ ସଂଘ। ଜିଲ୍ଲା ପ୍ରଶାସନ ଶିଳ୍ପସଂସ୍ଥାଗୁଡିକୁ କାରଣ ଦର୍ଶାଅ ଏବଂ ବନ୍ଦ ନୋଟିସ୍ ଦେବା ସଂପୂର୍ଣ୍ଣ ଅନୁଚିତ ବୋଲି ସଂଘର କର୍ମକର୍ତ୍ତାମାନେ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି।

ସଂଘର ସଭାପତି ଅବନୀ କାନୁନଗୋ କହିଥିଲେ,“ପରିସ୍ଥିତିର ଅନୁଧ୍ୟାନ ନ କରି ଜିଲ୍ଲା ପ୍ରଶାସନ ନୋଟିସ୍ ଦେବା ଦ୍ୱାରା ଶିଳ୍ପ ସଂସ୍ଥା ଗୁଡ଼ିକର ମାଲିକମାନେ ମାନସିକ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି।”

ସେ କହିଥିଲେ,“ଇଡ୍‌କୋ ଶିଳ୍ପ ସଂସ୍ଥା ଗୁଡ଼ିକ ସହ ପ୍ରତାରଣା କରିଛି। ଜଗତପୁର ଶିଳ୍ପାଞ୍ଚଳ  ପ୍ରତିଷ୍ଠା ହେବାର ୩୬ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏଯାଏଁ ସେଠାରେ ଡ୍ରେନେଜ୍ କିମ୍ବା ଡମ୍ପିଙ୍ଗୟାର୍ଡର ବ୍ୟବସ୍ଥା କରାଯାଇ ନାହିଁ। ଏହାକୁ ନେଇ ଇଡକୋ ବିରୁଦ୍ଧରେ ସଂଘ ଥାନାରେ ଏତଲା ଦେବା ପାଇଁ ପଛାଇବ ନାହିଁ।”

ଆବଶ୍ୟକ ହେଲେ ଜଗତପୁର ଶିଳ୍ପାଞ୍ଚଳର ଶିଳ୍ପସଂସ୍ଥା ଗୁଡ଼ିକ ସାମୂହିକ ଭାବେ ସେମାନଙ୍କ ୟୁନିଟ୍‌ ଗୁଡ଼ିକୁ ବନ୍ଦ କରି ଦେବେ ବୋଲି ସଂଘର ସଭାପତି ଚେତାବନୀ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story