ପୁଲିସ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ଜଗୀଙ୍କ ବାପା, କହିଲେ ଆମେ ୧୦ ଦିନ ହେଲା ଗୃହବନ୍ଦୀ ଅଛୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରୁଅ ଜମି ମାମଲାରେ ପୁଲିସର ମାତ୍ରାଧିକ ଆକ୍ରୋଶକୁ ନେଇ ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡାଙ୍କ ବାପା ରଣଧୀର ସିଂହ ଆଣିଲେ ଗୁରୁତର ଅଭିଯୋଗ। ପୁଲିସ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରଣଧୀର ସିଂହ। ସେ କହିଛନ୍ତି ଯେ, ୧୦ ଦିନ ହେଲା ଆମେ ଏଠାରେ ଗୃହବନ୍ଦୀ ଅବସ୍ଥାରେ ରହିଛୁ। ପିଲାଛୁଆ, କର୍ମଚାରୀମାନେ ସମସ୍ତେ ଏଠାରେ ବନ୍ଦୀ ଭଳି ରହିଛୁ। ରାସନ ସାମଗ୍ରୀ ସରିଗଲାଣି, ଅତ୍ୟାବଶ୍ୟକ ଜିନିଷ ବି ନାହିଁ। ପୁଲିସର ଏଭଳି ଗୁଣ୍ଡାଗିରି […]

Jagi-Madam's-father

Jagi-Madam's-father

Tapas Behera
  • Published: Tuesday, 10 November 2020
  • Updated: 10 November 2020, 04:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରୁଅ ଜମି ମାମଲାରେ ପୁଲିସର ମାତ୍ରାଧିକ ଆକ୍ରୋଶକୁ ନେଇ ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡାଙ୍କ ବାପା ରଣଧୀର ସିଂହ ଆଣିଲେ ଗୁରୁତର ଅଭିଯୋଗ। ପୁଲିସ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରଣଧୀର ସିଂହ। ସେ କହିଛନ୍ତି ଯେ, ୧୦ ଦିନ ହେଲା ଆମେ ଏଠାରେ ଗୃହବନ୍ଦୀ ଅବସ୍ଥାରେ ରହିଛୁ। ପିଲାଛୁଆ, କର୍ମଚାରୀମାନେ ସମସ୍ତେ ଏଠାରେ ବନ୍ଦୀ ଭଳି ରହିଛୁ। ରାସନ ସାମଗ୍ରୀ ସରିଗଲାଣି, ଅତ୍ୟାବଶ୍ୟକ ଜିନିଷ ବି ନାହିଁ।

ପୁଲିସର ଏଭଳି ଗୁଣ୍ଡାଗିରି ମୁଁ ପୂର୍ବରୁ କେବେ ଦେଖିନାହିଁ। ପୁଲିସ ମାତ୍ରାଧିକ ଭାବେ ରାତି ଅଧିଆ ଚଢ଼ାଉ କରୁଛି। ରାତି ୩ଟାରେ ପୁଲିସ ପାଚେରୀ ଡେଇଁ ଭିତରେ ପଶିଲା। ପାଚେରୀ ଡେଇଁ ଭିତରେ ପଶି ସାଇଟ୍ ଇନଚାର୍ଜଙ୍କୁ ଉଠାଇ ନେଇଛି ପୁଲିସ। ଆମେ ଏଠାରେ ଗାଁ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇ ଆସୁଥିଲୁ। କିନ୍ତୁ ରାଜ୍ୟ ସରକାର ଏବେ ଏହାକୁ ନର୍କରେ ପରିଣତ କରିଦେଲେଣି। ପ୍ରତିଥର ପୁଲିସକୁ ପଚାରିଲେ, ଉପରୁ ନିର୍ଦ୍ଦେଶ ଥିବା କହୁଛନ୍ତି। ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଅପିଲ କରୁଛୁ ଆମକୁ ସୁରକ୍ଷା ଦିଅନ୍ତୁ। ଏଠାରେ ଫୋର୍ସ ମୁତୟନ କରି ସୁରକ୍ଷା ଦିଅନ୍ତୁ ବୋଲି  ରଣଧୀର ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story