ଜଗମୋହନ ମରାମତି: ଆସନ୍ତାକାଲି କେନ୍ଦ୍ରୀୟ ଟିମ୍‌ର ଶ୍ରୀମନ୍ଦିର ପରିଦର୍ଶନ

ଭୁବନେଶ୍ୱର: ଜଗମୋହନ ସ୍ଥିତି ନିରୀକ୍ଷଣ ପାଇଁ ଆସନ୍ତକାଲି କେନ୍ଦ୍ର ସଂସ୍କୃତି ସଚିବଙ୍କ ନେତୃତ୍ୱରେ  ଏକ ଉଚ୍ଚସ୍ତରୀୟ ଟିମ୍‌ ଶ୍ରୀମନ୍ଦିର ପରିଦର୍ଶନରେ ଆସୁଛି। ଏହି ଟିମ୍‌ରେ ଏଏସ୍‌ଆଇ ଡିଜି ଓ ପ୍ରତ୍ନତତ୍ତ୍ୱବିତ୍‌ମାନେ ମଧ୍ୟ ରହିବେ। ସେହିପରି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ ଏହି ବୈଠକକୁ କୋର୍ କମିଟିରୁ ଇସ୍ତଫା ଦେଇଥିବା ଜି.ସି ମିତ୍ରଙ୍କୁ ମଧ୍ୟ ଆମନ୍ତ୍ରଣ କରାଯିବ। ତେବେ ଜି.ସି ମିତ୍ର କହିଛନ୍ତି, “ ମୁଁ ଜଗନ୍ନାଥଙ୍କ ସେବକ ଭାବରେ ନିଶ୍ଚୟ ଯିବି। ଯାହା ଆମେ ପ୍ରସ୍ତାବ […]

jagannathTemple_

jagannathTemple_

Rakesh Mallick
  • Published: Thursday, 19 May 2016
  • Updated: 20 May 2016, 02:32 AM IST

Sports

Latest News

ଭୁବନେଶ୍ୱର: ଜଗମୋହନ ସ୍ଥିତି ନିରୀକ୍ଷଣ ପାଇଁ ଆସନ୍ତକାଲି କେନ୍ଦ୍ର ସଂସ୍କୃତି ସଚିବଙ୍କ ନେତୃତ୍ୱରେ  ଏକ ଉଚ୍ଚସ୍ତରୀୟ ଟିମ୍‌ ଶ୍ରୀମନ୍ଦିର ପରିଦର୍ଶନରେ ଆସୁଛି। ଏହି ଟିମ୍‌ରେ ଏଏସ୍‌ଆଇ ଡିଜି ଓ ପ୍ରତ୍ନତତ୍ତ୍ୱବିତ୍‌ମାନେ ମଧ୍ୟ ରହିବେ। ସେହିପରି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ ଏହି ବୈଠକକୁ କୋର୍ କମିଟିରୁ ଇସ୍ତଫା ଦେଇଥିବା ଜି.ସି ମିତ୍ରଙ୍କୁ ମଧ୍ୟ ଆମନ୍ତ୍ରଣ କରାଯିବ। ତେବେ ଜି.ସି ମିତ୍ର କହିଛନ୍ତି, “ ମୁଁ ଜଗନ୍ନାଥଙ୍କ ସେବକ ଭାବରେ ନିଶ୍ଚୟ ଯିବି। ଯାହା ଆମେ ପ୍ରସ୍ତାବ ଦେଇଛୁ ତାକୁ ବୁଝାଇବା ପାଇଁ  ବୈଠକରେ ଚେଷ୍ଟା କରିବି।” କୋର୍‌ କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ  ଇସ୍ତଫା ପ୍ରସଙ୍ଗରେ ସେ ବର୍ତ୍ତମାନ କିଛି କହିବା ଅସମିଚୀନ ବୋଲି କହିଥିଲେ।

ଏହି ଟିମ୍‌ ଜଗମୋହନ ପରିଦର୍ଶନ ପରେ ବୈଷୟିକ କୋର୍ କମିଟି ସହ ଆଲୋଚନା କରିବ। ଏହା ପରେ ଟିମ୍‌ର ସଦସ୍ୟମାନେ ଭୁବନେଶ୍ୱରରେ ମୁଖ୍ୟ ସଚିବଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବସି ଜଗମୋହନର ଦୀର୍ଘସ୍ଥାୟୀ ମରାମତି ନେଇ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବାର କାର୍ଯ୍ୟକ୍ରମ ରହିଛି।

ଗତ ମେ’ ୧୫ରେ ଶ୍ରୀମନ୍ଦିରର ଜଗମୋହନ ମରାମତି କାର୍ଯ୍ୟ ତଦାରଖ କରୁଥିବା ଏଏସ୍‌ଆଇ ବୈଷୟିକ କୋର୍ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜି.ସି ମିତ୍ର ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ଏଏସ୍‌ଆଇ ଡିଜି  ଓ ସୁପରିନ୍‌ଟେଣ୍ଡେଣ୍ଟଙ୍କ ନିକଟକୁ ପଠାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story