ଯାଜପୁର: ଅଜା ଚେଙ୍କରେ ନାତୁଣୀ ଗୁରୁତର

ଯାଜପୁର: ଯାଜପୁର ରୋଡ୍ ଥାନା  ଅନ୍ତର୍ଗତ ପଦ୍ମପୁର ଗାଁରେ ୫ ବର୍ଷର ନାତୁଣୀକୁ ଅଜା ଦିଲ୍ଲୀପ ବିନ୍ଧାଣି ଲୁହା ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଶିଶୁଟିକୁ ନାଚୁଣୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ ସୋମବାର ଠାରୁ ଦିଲ୍ଲୀପ ଶିଶୁଟିକୁ ଚେଙ୍କ ଦେଇ ବନ୍ଦ କୋଠରୀ ରଖିଥିବା ପଡୋଶୀମାନେ ଅଭିଯୋଗ କରିଛନ୍ତି। ଆଜି ପୋଲିସ୍ ସହାୟତାରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। ପିଲାଟି ଦୁଷ୍ଟାମୀ କରିବାରୁ ଦିଲ୍ଲୀପ ତାକୁ ଚେଙ୍କ ଦେଇଥିବା ଜଣାପଡିଛି। ପୋଲିସ୍ ଅଭିଯୁକ୍ତ ଅଜାକୁ […]

jajpur canka

jajpur canka

Rakesh Mallick
  • Published: Thursday, 24 March 2016
  • Updated: 25 March 2016, 04:57 AM IST

Sports

Latest News

ଯାଜପୁର: ଯାଜପୁର ରୋଡ୍ ଥାନା  ଅନ୍ତର୍ଗତ ପଦ୍ମପୁର ଗାଁରେ ୫ ବର୍ଷର ନାତୁଣୀକୁ ଅଜା ଦିଲ୍ଲୀପ ବିନ୍ଧାଣି ଲୁହା ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଶିଶୁଟିକୁ ନାଚୁଣୀ ମେଡିକାଲରେ ଭର୍ତ୍ତି କରାଯାଇଛି।

ଗତ ସୋମବାର ଠାରୁ ଦିଲ୍ଲୀପ ଶିଶୁଟିକୁ ଚେଙ୍କ ଦେଇ ବନ୍ଦ କୋଠରୀ ରଖିଥିବା ପଡୋଶୀମାନେ ଅଭିଯୋଗ କରିଛନ୍ତି। ଆଜି ପୋଲିସ୍ ସହାୟତାରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। ପିଲାଟି ଦୁଷ୍ଟାମୀ କରିବାରୁ ଦିଲ୍ଲୀପ ତାକୁ ଚେଙ୍କ ଦେଇଥିବା ଜଣାପଡିଛି। ପୋଲିସ୍ ଅଭିଯୁକ୍ତ ଅଜାକୁ ଥାନାରେ ଅଟକ  ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ, କିଛି ବର୍ଷ  ହେବ ଶିଶୁଟିର ବାପା ଅନ୍ୟ ଜଣେ ମହିଳାଙ୍କୁ ବିବାହ କରି ଅନ୍ୟତ୍ର ରହୁଥିଲେ। ତା’ର ମା’ ମଧ୍ୟ  ଅନ୍ୟ ଜଣଙ୍କୁ ବାହା ହୋଇ ତାକୁ ଅଜା ପାଖରେ ଛାଡ଼ି ଦେଇ ଚାଲିଯାଇଛନ୍ତି।  ଦିଲ୍ଲୀପ ବହୁ ସମୟରେ ଝିଅଟିକୁ ମାରଧର କରନ୍ତି ବୋଲି  ପଡୋଶୀମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story