ବିକ୍ରି ହେଉନି ଚିନାବାଦାମ! ଚିନ୍ତାରେ ଚାଷୀ

ଯାଜପୁର (ଓଡ଼ିଶା ରିପୋର୍ଟର): ଚିନାବାଦାମ ଏକ ଲାଭଦାୟକ ଫସଲ। ସେଥିପାଇଁ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ବହୁ ଚାଷୀ ଚିନାବାଦାମ ଚାଷ କରିଥିଲେ। ବେଶ୍ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା କରିଥିଲେ। ମାତ୍ର ଚଳିତବର୍ଷ ଚିନାବାଦାମ ମୂଲ୍ୟ ଅହେତୁକ ଭାବେ କମିଥିବାରୁ ଚାଷୀ ନିଜର ଅମଳ କରିଥିବା ଶହ ଶହ ଚିନାବାଦାମ ବସ୍ତା ବିକ୍ରି କରିନପାରି ଘରେ ଓ ସମବାୟ ସମିତି ଗୋଦାମ ଗୃହରେ ପକାଇ ରଖିଛନ୍ତି। ମାର୍କଫେଡ୍ ଓ ନାଫେଡ୍ ଚିନାବାଦାମର ସର୍ବନିମ୍ନ […]

ground-nut

ground-nut

Rakesh Mallick
  • Published: Saturday, 30 September 2017
  • Updated: 30 September 2017, 01:02 PM IST

ଯାଜପୁର (ଓଡ଼ିଶା ରିପୋର୍ଟର): ଚିନାବାଦାମ ଏକ ଲାଭଦାୟକ ଫସଲ। ସେଥିପାଇଁ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ବହୁ ଚାଷୀ ଚିନାବାଦାମ ଚାଷ କରିଥିଲେ। ବେଶ୍ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା କରିଥିଲେ। ମାତ୍ର ଚଳିତବର୍ଷ ଚିନାବାଦାମ ମୂଲ୍ୟ ଅହେତୁକ ଭାବେ କମିଥିବାରୁ ଚାଷୀ ନିଜର ଅମଳ କରିଥିବା ଶହ ଶହ ଚିନାବାଦାମ ବସ୍ତା ବିକ୍ରି କରିନପାରି ଘରେ ଓ ସମବାୟ ସମିତି ଗୋଦାମ ଗୃହରେ ପକାଇ ରଖିଛନ୍ତି।

ମାର୍କଫେଡ୍ ଓ ନାଫେଡ୍ ଚିନାବାଦାମର ସର୍ବନିମ୍ନ ମୂଲ୍ୟ ୪୨୨୦ ଟଙ୍କା ଧାର୍ଯ୍ୟ କରି ଅଗଷ୍ଟ ୨୧ରୁ ୩୧ ତାରିଖ ମଧ୍ୟରେ କିଣିବାକୁ ସମୟ ସ୍ଥିର ହୋଇଥିଲା। ଏହି ସମୟ ଭିତରେ ବରୀ ଅଞ୍ଚଳର ଅନେକ ଚାଷୀ ଧାରପୁରସ୍ଥିତ ସମବାୟ ସମିତିକୁ ବାଦାମ ନେଇ ଆସିଥିଲେ। ହେଲେ ମାର୍କଫେଡ୍ ଓ ନାଫେଡ୍ କର୍ମଚାରୀ ବାଦାମରେ ଆଦ୍ରତା ଥିବା ଦର୍ଶାଇ ଏହାକୁ କିଣିବାକୁ ଅମଙ୍ଗ ହୋଇଥିଲେ। ଫଳରେ ଚାଷୀ ଅମଳ କରିଥିବା ବାଦାମ ଏବେ ନଷ୍ଟ ହେବାକୁ ବସିଛି।

ବରୀ ବ୍ଳକ ଚନ୍ଦନପୁର ଅଞ୍ଚଳର ଚାଷୀ ବିନୋଦ ବିହାରୀ ଜେନା ବହୁ ପରିଶ୍ରମ କରି ଅମଳ କରିଥିଲେ ଚିନାବାଦାମ। ଆଶା କରିଥିଲା ବିକ୍ରି କରି ବାର୍ଷିକ ଗୁଜୁରାଣ ମେଣ୍ଟାଇବେ। କିନ୍ତୁ ଅଭାବୀ ବିକ୍ରିକୁ ସାମ୍ନା କରିବା ପରେ ସେ ସମ୍ପୂର୍ଣ୍ଣଭାଙ୍ଗି ପଡିବା ସହ ଚିନାବାଦାମ ଚାଷ ପ୍ରତି ବିମୁଖ ହୋଇଯାଇଛନ୍ତି। ଏଭଳି ସ୍ଥିତିରେ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ସଚିବଙ୍କ ପର୍ଯ୍ୟନ୍ତ ଚିଠି ଲେଖିସାରିଛନ୍ତି। ସେପଟେ ପୁନର୍ବାର ମଣ୍ଡି ଖୋଲିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା କୃଷି ସେବା ସମବାୟ ସମିତି ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story