ଯାଜପୁର: ତନ୍ତିଘାଇ ନଦୀରେ ବୁଡ଼ି ଜଣେ ମୃତ, ଜଣେ ନିଖୋଜ

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ଅନ୍ତର୍ଗତ ବାଳୁଙ୍ଗାପାଟିଆ ଠାରେ ତନ୍ତିଘାଇ ନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ହେଉଛନ୍ତି ରାଜୁ ଭଗବନ। ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ନାମ ଶ୍ୟାମ ଭଗବନ। ଉଭୟ ସଂପର୍କୀୟ ଭାଇ ହୋଇଥିବା ବେଳେ ଏମାନଙ୍କ ଘର ରାଜସ୍ଥାନ ଅଞ୍ଚଳରେ ବୋଲି ଜଣାପଡ଼ିଛି। ବରୀ ବ୍ଲକ ତନ୍ତିଘାଇ ନଦୀର ବାଳୁଙ୍ଗାପାଟିଆ ଠାରେ ଚାଲିଥିବା ବ୍ରିଜ୍ ନିର୍ମାଣ କାର୍ଯ୍ୟରେ ଏମାନେ ଶ୍ରମିକ ଭାବେ […]

drowning

drowning

Rakesh Mallick
  • Published: Sunday, 22 May 2016
  • Updated: 22 May 2016, 04:37 PM IST

Sports

Latest News

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ଅନ୍ତର୍ଗତ ବାଳୁଙ୍ଗାପାଟିଆ ଠାରେ ତନ୍ତିଘାଇ ନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ହେଉଛନ୍ତି ରାଜୁ ଭଗବନ। ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ନାମ ଶ୍ୟାମ ଭଗବନ। ଉଭୟ ସଂପର୍କୀୟ ଭାଇ ହୋଇଥିବା ବେଳେ ଏମାନଙ୍କ ଘର ରାଜସ୍ଥାନ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ବରୀ ବ୍ଲକ ତନ୍ତିଘାଇ ନଦୀର ବାଳୁଙ୍ଗାପାଟିଆ ଠାରେ ଚାଲିଥିବା ବ୍ରିଜ୍ ନିର୍ମାଣ କାର୍ଯ୍ୟରେ ଏମାନେ ଶ୍ରମିକ ଭାବେ କାମ କରୁଥିଲେ। ଆଜି ଅପରାହ୍ନରେ ସେମାନେ ନଦୀରେ ଗାଧୋଉ ଥିବା ବେଳେ ନଦୀ ଭିତରକୁ ଖସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ରାଜୁଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଶ୍ୟାମ ନିଖୋଜ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story