ଯାଜପୁର: ଗୋ-ଚାଲାଣ ବେଳେ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ,୩ ଗାଈ ମୃତ

ଯାଜପୁର: ଯାଜପୁର ଜିଲ୍ଲା  ପାଣି କୋଇଲି ଥାନା ଅନ୍ତର୍ଗତ ବ୍ରାହ୍ମଣବାଡ଼ ନିକଟରେ ଗୋ-ଚାଲାଣ ବେଳେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୩ଟି ଗାଈଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଗୋରୁ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ରୁ ୧୦ଟି ଗୋରୁଙ୍କ ଅବସ୍ଥା ଗୁରୁତର ରହିଛି। ସ୍ଥାନୀୟ ଲୋକେ ଟ୍ରକ୍‌ରୁ ଆହତ ଗୋରୁମାନଙ୍କୁ ଉଦ୍ଧାର କରିଛନ୍ତି। ଏହି ଘଟଣାକୁ ନେଇ ସେହି ଅଞ୍ଚଳରେ କିଛି ମସୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।  ପୋଲିସ୍ ପହଞ୍ଚି ସ୍ଥିତିକୁ […]

jajpur

jajpur

Rakesh Mallick
  • Published: Monday, 06 June 2016
  • Updated: 06 June 2016, 09:50 AM IST

ଯାଜପୁର: ଯାଜପୁର ଜିଲ୍ଲା  ପାଣି କୋଇଲି ଥାନା ଅନ୍ତର୍ଗତ ବ୍ରାହ୍ମଣବାଡ଼ ନିକଟରେ ଗୋ-ଚାଲାଣ ବେଳେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୩ଟି ଗାଈଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଗୋରୁ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ରୁ ୧୦ଟି ଗୋରୁଙ୍କ ଅବସ୍ଥା ଗୁରୁତର ରହିଛି। ସ୍ଥାନୀୟ ଲୋକେ ଟ୍ରକ୍‌ରୁ ଆହତ ଗୋରୁମାନଙ୍କୁ ଉଦ୍ଧାର କରିଛନ୍ତି। ଏହି ଘଟଣାକୁ ନେଇ ସେହି ଅଞ୍ଚଳରେ କିଛି ମସୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।  ପୋଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story