ସାଢ଼େ ୩ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ, ୨ ଅଟକ

ସୋନପୁର: ସୋନପୁରର କୁଞ୍ଜଛକ ନିକଟରୁ ସାଢ଼େ ୩ ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ କରିଛି ପୋଲିସ୍‌। ଏନେଇ ୨ ଜଣଙ୍କୁ ଅଟକ ରଖାଯାଇଛି। ଦୁଇ ଅଭିଯୁକ୍ତ ଜାଲ ନୋଟ୍‌  ନେଇ ବୌଦ୍ଧରୁ ସୁବର୍ଣ୍ଣପୁର ଆସିବା ବେଳେ ପୋଲିସ୍‌ ହାତରେ ଧରାପଡ଼ିଥିଲା। ଜବତ ଟଙ୍କା ମଧ୍ୟରେ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌  ରହିଛି। ୧୦୦ ଖଣ୍ଡ ୨୦୦୦ଟଙ୍କିଆ ଓ ୩୦୦ ଖଣ୍ଡ ୫୦୦ ଟଙ୍କିଆ  ଜବତ କରାଯାଇଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

jail

jail

Rakesh Mallick
  • Published: Monday, 24 April 2017
  • Updated: 24 April 2017, 04:21 PM IST

Sports

Latest News

ସୋନପୁର: ସୋନପୁରର କୁଞ୍ଜଛକ ନିକଟରୁ ସାଢ଼େ ୩ ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ କରିଛି ପୋଲିସ୍‌। ଏନେଇ ୨ ଜଣଙ୍କୁ ଅଟକ ରଖାଯାଇଛି।

ଦୁଇ ଅଭିଯୁକ୍ତ ଜାଲ ନୋଟ୍‌  ନେଇ ବୌଦ୍ଧରୁ ସୁବର୍ଣ୍ଣପୁର ଆସିବା ବେଳେ ପୋଲିସ୍‌ ହାତରେ ଧରାପଡ଼ିଥିଲା। ଜବତ ଟଙ୍କା ମଧ୍ୟରେ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌  ରହିଛି। ୧୦୦ ଖଣ୍ଡ ୨୦୦୦ଟଙ୍କିଆ ଓ ୩୦୦ ଖଣ୍ଡ ୫୦୦ ଟଙ୍କିଆ  ଜବତ କରାଯାଇଛି।

ପୋଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story