ଜମିକୁ ପାଣି ମିଳୁନି: ଜଳସେଚନ ପ୍ରକଳ୍ପ ମଧ୍ୟରେ ଫୁଟବଲ୍ ଖେଳି ପ୍ରତିବାଦ ଜଣାଇଲେ ଲୋକେ

ବାରିପଦା: ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟରେ ମରୁଡି ପରିସ୍ଥିତି । ଫସଲ ଉଜୁଡି ଯିବା ଚିନ୍ତାରେ ଚାଷୀ ମୁଣ୍ଡରେ ହାତ ଦେଇବସିଛନ୍ତି । ଏପରି ସ୍ଥିତିରେ ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖଉଣ୍ଟା ବ୍ଲକରେ ଥିବା ବାଲିଡିହା ଜଳ ସେଚନ ପ୍ରକଳ୍ପରେ ପାଣି ନ ଥିବାରୁ ପ୍ରତିବାଦରେ ଅଞ୍ଚଳବାସୀ ସେଠାରେ ଫୁଟବଲ ଖେଳିଛନ୍ତି । ୧୯୧୨ରେ ଜଳସେଚନ ଲଶଗି ମୟୂରଭଞ୍ଜର ତତକାଳୀନ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବାଲିଡିହା ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା କରିଥିଲେ । ଏଥିରୁ ୯ ହଜାର […]

futbal

futbal

Rakesh Mallick
  • Published: Monday, 19 October 2015
  • Updated: 19 October 2015, 05:28 PM IST

Sports

Latest News

ବାରିପଦା: ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟରେ ମରୁଡି ପରିସ୍ଥିତି । ଫସଲ ଉଜୁଡି ଯିବା ଚିନ୍ତାରେ ଚାଷୀ ମୁଣ୍ଡରେ ହାତ ଦେଇବସିଛନ୍ତି । ଏପରି ସ୍ଥିତିରେ ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖଉଣ୍ଟା ବ୍ଲକରେ ଥିବା ବାଲିଡିହା ଜଳ ସେଚନ ପ୍ରକଳ୍ପରେ ପାଣି ନ ଥିବାରୁ ପ୍ରତିବାଦରେ ଅଞ୍ଚଳବାସୀ ସେଠାରେ ଫୁଟବଲ ଖେଳିଛନ୍ତି ।

୧୯୧୨ରେ ଜଳସେଚନ ଲଶଗି ମୟୂରଭଞ୍ଜର ତତକାଳୀନ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବାଲିଡିହା ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା କରିଥିଲେ । ଏଥିରୁ ୯ ହଜାର ହେକ୍ଟର ଜମିକୁ ଜଳସେଚନ କରାଯାଉଥିଲା । ଏହା ମଧ୍ୟରେ ୧୦୦ ବର୍ଷ ବିତି ଯାଇଥିଲେ ମଧ୍ୟ ରକ୍ଷଣେବେକ୍ଷଣ ଅଭାବରୁ ଏହା ପୋତି ହୋଇଗଲାଣି । ଫଳରେ ଏଥିରେ ଜଳଧାରଣ କ୍ଷମତା ହ୍ରାସ ପାଇଛି । ବାରମ୍ବାର ଜଳସେଚନ ପ୍ରକଳ୍ପର ନିର୍ବାହୀ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ଲାଭ ହେଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ ବୈଷୟିକ ଟିମ ଆସି ବନ୍ଧ ପରିଦର୍ଶନ କରି ସରକାରଙ୍କୁ ରିପୋର୍ଟ ଦେଇଛନ୍ତି । ନିର୍ଦ୍ଦେଶ ଆସିବା ପରେ ଏହାର ପୁନରୁଦ୍ଧାର କରାଯିବ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story