କୋରାପୁଟ ମେଡିକାଲ୍‌ରେ ଏନ୍‌ସେଫାଲାଇଟିସ୍‌ରେ ଜଣେ ଶିଶୁର ମୃତ୍ୟୁ ସନ୍ଦେହ

କୋରାପୁଟ: କୋରାପୁଟ ମେଡିକାଲ ଆଇସିୟୁରେ ଚିକିତ୍ସାଧୀନ ଥିବା ଜଣେ ଶିଶୁକନ୍ୟାର ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆଜି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ ଶିଶୁ ଜଣଙ୍କ ହେଲେ  ବୈପାରୀଗୁଡ଼ା ଗାଁର ଲକ୍ଷ୍ମଣ ତରା। ଗତକାଲି ମାଲକାନଗିରି  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ  ଥିବା ୩ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା। ଏହା ସହିତ ଜିଲ୍ଲାରେ ଏହି ରୋଗରେ ମୃତ ଶିଶୁଙ୍କ ସଂଖ୍ୟା ୮୨ ଛୁଇଁଛି। କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍‌ର ପରାମର୍ଶ ଅନୁଯାୟୀ ଡିସେମ୍ବରରୁ ଟୀକାକରଣ ଲାଗି ସରକାର ପ୍ରସ୍ତୁତି ଆରମ୍ଭ […]

koraput

koraput

Rakesh Mallick
  • Published: Wednesday, 02 November 2016
  • Updated: 02 November 2016, 01:55 PM IST

କୋରାପୁଟ: କୋରାପୁଟ ମେଡିକାଲ ଆଇସିୟୁରେ ଚିକିତ୍ସାଧୀନ ଥିବା ଜଣେ ଶିଶୁକନ୍ୟାର ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆଜି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ ଶିଶୁ ଜଣଙ୍କ ହେଲେ  ବୈପାରୀଗୁଡ଼ା ଗାଁର ଲକ୍ଷ୍ମଣ ତରା।

ଗତକାଲି ମାଲକାନଗିରି  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ  ଥିବା ୩ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା। ଏହା ସହିତ ଜିଲ୍ଲାରେ ଏହି ରୋଗରେ ମୃତ ଶିଶୁଙ୍କ ସଂଖ୍ୟା ୮୨ ଛୁଇଁଛି।

କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍‌ର ପରାମର୍ଶ ଅନୁଯାୟୀ ଡିସେମ୍ବରରୁ ଟୀକାକରଣ ଲାଗି ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ  ମାଲକାନଗିରି , କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ଟୀକାକରଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos