ଝାରସୁଗୁଡ଼ା-ବିଳାସପୁର ୨୦୬ କି.ମି ରେଳପଥକୁ ଚାରି ଲେନ୍‌ କରାଯିବ

ଭୁବନେଶ୍ୱର:ଝାରସୁଗୁଡ଼ା-ବିଳାସପୁର ମଧ୍ୟରେ ହେବାକୁ ଥିବା ୨୦୬ କି.ମି ରେଳପଥକୁ ଚାରି ଲେନ୍‌ କରାଯିବ। ଏଥିପାଇଁ ୧୯୭୩ କୋଟି ଟଙ୍କା କେନ୍ଦ୍ର କ୍ୟାବିନେଟ ଅର୍ଥନୈତିକ କମିଟି ଅନୁମୋଦନ କରିଛି। ପାଞ୍ଚ ବର୍ଷ ମଧ୍ୟରେ ରେଳ ପଥ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କରେ ଗତକାଲି ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ପ୍ରସ୍ତାବ ଗୃହିତ ହୋଇଛି। ଓଡ଼ିଶା ସମେତ ୫ଟି ରାଜ୍ୟର ୧୧୨୦ କିମି ଜାତୀୟ ରାଜପଥର ବିକାଶ କରାଯିବ। ଅବହେଳିତ ଅଞ୍ଚଳରେ ଗୋଟିଏ ରାଜପଥକୁ ଦୁଇ […]

cabinet

cabinet

Rakesh Mallick
  • Published: Thursday, 25 August 2016
  • Updated: 25 August 2016, 04:14 PM IST

ଭୁବନେଶ୍ୱର:ଝାରସୁଗୁଡ଼ା-ବିଳାସପୁର ମଧ୍ୟରେ ହେବାକୁ ଥିବା ୨୦୬ କି.ମି ରେଳପଥକୁ ଚାରି ଲେନ୍‌ କରାଯିବ। ଏଥିପାଇଁ ୧୯୭୩ କୋଟି ଟଙ୍କା କେନ୍ଦ୍ର କ୍ୟାବିନେଟ ଅର୍ଥନୈତିକ କମିଟି ଅନୁମୋଦନ କରିଛି। ପାଞ୍ଚ ବର୍ଷ ମଧ୍ୟରେ ରେଳ ପଥ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କରେ ଗତକାଲି ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ପ୍ରସ୍ତାବ ଗୃହିତ ହୋଇଛି।

ଓଡ଼ିଶା ସମେତ ୫ଟି ରାଜ୍ୟର ୧୧୨୦ କିମି ଜାତୀୟ ରାଜପଥର ବିକାଶ କରାଯିବ। ଅବହେଳିତ ଅଞ୍ଚଳରେ ଗୋଟିଏ ରାଜପଥକୁ ଦୁଇ ଲେନ୍‌ କରିବାକୁ ବୈଠକରେ ବିଶେଷ ଧ୍ୟାନ ଦିଆଯିବ।

ଆତଙ୍କବାଦ, ମାଓବାଦ ଓ ସାମ୍ପ୍ରଦାୟିକ ହିଂସାରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାରକୁ ମିଳୁଥିବା କେନ୍ଦ୍ରୀୟ ସହାୟତାକୁ କେନ୍ଦ୍ର କ୍ୟାବିନେଟ୍‌ ବୃଦ୍ଧି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story