ଝାରସୁଗୁଡ଼ା:ନାଳରେ ପଡ଼ି ଦୁଇ ଛାତ୍ର ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିକଟ କୁତାବଗା ଗାଁରେ ଏକ ନାଳରେ  ଭାସିଯାଇ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି।  ସେମାନେ ହେଲେ ଲମଟିବାହାଲ ଗାଁର ସୁରଜ ସିଂ ଓ କ୍ରିଷ୍ଣା ଜୟସ୍ୱାଲ। ଗତକାଲି ଅପରାହ୍ନରେ ସ୍କୁଲରୁ ଫେରିବା ପରେ ସେମାନେ ନାଳକୁ ଗାଧୋଇବାକୁ ଯାଇଥିଲେ। ତେବେ ସେମାନେ ନାଳରେ  ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ନାଳରୁ ସେମାନଙ୍କ ମୃତଦେହ ମିଳିଥିଲା। ଛାତ୍ରଙ୍କ ବୁଡ଼ି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍‌।

jarasuda

jarasuda

Rakesh Mallick
  • Published: Wednesday, 10 August 2016
  • Updated: 10 August 2016, 02:13 PM IST

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିକଟ କୁତାବଗା ଗାଁରେ ଏକ ନାଳରେ  ଭାସିଯାଇ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି।  ସେମାନେ ହେଲେ ଲମଟିବାହାଲ ଗାଁର ସୁରଜ ସିଂ ଓ କ୍ରିଷ୍ଣା ଜୟସ୍ୱାଲ।

ଗତକାଲି ଅପରାହ୍ନରେ ସ୍କୁଲରୁ ଫେରିବା ପରେ ସେମାନେ ନାଳକୁ ଗାଧୋଇବାକୁ ଯାଇଥିଲେ। ତେବେ ସେମାନେ ନାଳରେ  ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ନାଳରୁ ସେମାନଙ୍କ ମୃତଦେହ ମିଳିଥିଲା। ଛାତ୍ରଙ୍କ ବୁଡ଼ି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story