ନାରାୟଣପାଟଣା: ରାସ୍ତାକାମକୁ ବିରୋଧ କରି ଜେସିବି ମେସିନ୍ ପୋଡ଼ି ଦେଲେ ମାଓବାଦୀ

ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ପୋଡ଼ାପଦର ପଞ୍ଚାୟତର ମାଙ୍କିଡି ଗାଁରେ  ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ଗୋଟିଏ ଜେସିବି ମେସିନ୍ ଏବଂ ରୋଲରକୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଗତକାଲି ରାତି ପ୍ରାୟ ୧୨ଟାରେ ୪୦ରୁ ୫୦ ଜଣ ସଶସ୍ତ୍ର ମାଓବାଦୀ ଆସି ରାସ୍ତାକାମକୁ ବିରୋଧ କରିଥିଲେ। ରାସ୍ତାରେ ଥିବା ଜେସିବି ଏବଂ ରୋଲରକୁ ପୋଡ଼ି ଦେଇଥିଲେ।

jjj

jjj

Rakesh Mallick
  • Published: Tuesday, 28 February 2017
  • Updated: 28 February 2017, 01:52 PM IST

Sports

Latest News

ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ପୋଡ଼ାପଦର ପଞ୍ଚାୟତର ମାଙ୍କିଡି ଗାଁରେ  ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ଗୋଟିଏ ଜେସିବି ମେସିନ୍ ଏବଂ ରୋଲରକୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଗତକାଲି ରାତି ପ୍ରାୟ ୧୨ଟାରେ ୪୦ରୁ ୫୦ ଜଣ ସଶସ୍ତ୍ର ମାଓବାଦୀ ଆସି ରାସ୍ତାକାମକୁ ବିରୋଧ କରିଥିଲେ। ରାସ୍ତାରେ ଥିବା ଜେସିବି ଏବଂ ରୋଲରକୁ ପୋଡ଼ି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos