ଜାତିରୁ ବାସନ୍ଦ ହେଲେ କଂଗ୍ରେସର ପୂର୍ବତନ ସାଂସଦଙ୍କ ପରିବାର

ନବରଙ୍ଗପୁର:  ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝିଙ୍କ ପରିବାର ଜାତିରୁ ବାସନ୍ଦ ହୋଇଛନ୍ତି। ଏହାସହ ନବରଙ୍ଗପୁରର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମଞ୍ଜୁଳା ମାଝିଙ୍କୁ ମଧ୍ୟ ବାସନ୍ଦ କରାଯାଇଛି। ଉଭୟଙ୍କ ପରିବାରର ଝିଅମାନେ ଅଲଗା ଜାତିରେ ବିବାହ କରିଥିବାରୁ ଭତରା ସମାଜ ପକ୍ଷରୁ ସେମାନଙ୍କୁ ବାସନ୍ଦ କରାଯାଇଛି। ଗତକାଲି ଭତରା ଭବନରେ ଜିଲ୍ଲା ଭତରା ସମାଜର ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ପ୍ରଦୀପ ମାଝିଙ୍କ ବାପା ତଥା ପୂର୍ବତନ ସାଂସଦ ଭଗବାନ ମାଝିଙ୍କୁ ସମାଜର କେନ୍ଦ୍ରୀୟ […]

pradeep

pradeep

Rakesh Mallick
  • Published: Monday, 03 April 2017
  • Updated: 03 April 2017, 09:39 PM IST

ନବରଙ୍ଗପୁର:  ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝିଙ୍କ ପରିବାର ଜାତିରୁ ବାସନ୍ଦ ହୋଇଛନ୍ତି। ଏହାସହ ନବରଙ୍ଗପୁରର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମଞ୍ଜୁଳା ମାଝିଙ୍କୁ ମଧ୍ୟ ବାସନ୍ଦ କରାଯାଇଛି। ଉଭୟଙ୍କ ପରିବାରର ଝିଅମାନେ ଅଲଗା ଜାତିରେ ବିବାହ କରିଥିବାରୁ ଭତରା ସମାଜ ପକ୍ଷରୁ ସେମାନଙ୍କୁ ବାସନ୍ଦ କରାଯାଇଛି।

ଗତକାଲି ଭତରା ଭବନରେ ଜିଲ୍ଲା ଭତରା ସମାଜର ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ପ୍ରଦୀପ ମାଝିଙ୍କ ବାପା ତଥା ପୂର୍ବତନ ସାଂସଦ ଭଗବାନ ମାଝିଙ୍କୁ ସମାଜର କେନ୍ଦ୍ରୀୟ କମିଟି ସଭାପତି ପଦରୁ ବହିଷ୍କାର କରାଯାଇଛି।

ଭତରା ବିକାଶ ପରିଷଦ ଉପଦେଷ୍ଟା ଦିବାକର ପୂଜାରୀ କହିଛନ୍ତି,“ଭଗବାନ ମାଝି ଏବଂ ମଞ୍ଜୁଳା ମାଝିଙ୍କ ପରିବାରକୁ ବାସନ୍ଦ କରାଯାଇଛି। ସମାଜର ଭବିଷ୍ୟତକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।”

ସମାଜର ନିଷ୍ପତ୍ତିକୁ ନେଇ ପ୍ରଦୀପ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିବା ବେଳେ ମଞ୍ଜୁଳା କହିଛନ୍ତି,“ଆମ ପରିବାରର ଅନୁପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି। ଭଗବାନ ମାଝି ଓ ମଞ୍ଜୁଳା ମାଝିକୁ ନେଇ ଯଦି ରାଜନୀତି କରି ବଡ଼ ଲୋକ ହେବାକୁ ଚାହୁଁଛନ୍ତି ସେଥିରେ ମୋର କିଛି କହିବାର ନାହିଁ। ସମାଜ ପକ୍ଷରୁ ଲିଖିତ ଭାବେ ଆମକୁ କିଛି ମିଳିବା ପରେ ମୁଁ ଆଇନର ଆଶ୍ରୟ ନେବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story