ସରିଲା ଜାତୀୟ କାର୍ଯ୍ୟକାରିଣୀ: ଓଡ଼ିଶାରୁ ଫେରିଲେ ମୋଦି

ଭୁବନେଶ୍ୱର: ଗତକାଲିଠାରୁ ଜନତା ମଇଦାନରେ ଆରମ୍ଭ ହୋଇଥିବା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ଶେଷ ହୋଇଛି। କାର୍ଯ୍ୟକ୍ରମ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରୁ ଫେରିଛନ୍ତି। ମୋଦି କାର୍ଯ୍ୟକ୍ରମ ସ୍ଥଳରୁ ସିଧାସଳଖ ଭୁବନେଶ୍ୱର ବିମାନବନ୍ଦରକୁ ଯାଇଥିଲେ। ସେଠାରେ ଏସ୍‌ସି ଜମିର, ପୋଲିସ୍‌ ଡିଜି କେବି ସିଂହ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ପ୍ରଧାନମନ୍ତ୍ରୀଙ୍କୁ ବିଦାୟ ଜଣାଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ରାଜ୍ୟ ସଭାପତି ବସନ୍ତ […]

Modi

Modi

Rakesh Mallick
  • Published: Sunday, 16 April 2017
  • Updated: 16 April 2017, 09:32 PM IST

Sports

Latest News

ଭୁବନେଶ୍ୱର: ଗତକାଲିଠାରୁ ଜନତା ମଇଦାନରେ ଆରମ୍ଭ ହୋଇଥିବା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ଶେଷ ହୋଇଛି। କାର୍ଯ୍ୟକ୍ରମ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରୁ ଫେରିଛନ୍ତି। ମୋଦି କାର୍ଯ୍ୟକ୍ରମ ସ୍ଥଳରୁ ସିଧାସଳଖ ଭୁବନେଶ୍ୱର ବିମାନବନ୍ଦରକୁ ଯାଇଥିଲେ। ସେଠାରେ ଏସ୍‌ସି ଜମିର, ପୋଲିସ୍‌ ଡିଜି କେବି ସିଂହ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ପ୍ରଧାନମନ୍ତ୍ରୀଙ୍କୁ ବିଦାୟ ଜଣାଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେଭି ସିଂଦେଓ ପ୍ରମୁଖ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।

ମୋଦି ଓଡ଼ିଶାରୁ ସୁରତ ଗସ୍ତ କରିଥିଲେ।

ମୋଦିଙ୍କ ଗସ୍ତ ପରେ ପରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରୀ ମଧ୍ୟ ବାହୁଡିବାରେ ଲାଗିଛନ୍ତି। କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ସମେତ ଅନ୍ୟ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ମଧ୍ୟ ଫେରିଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ଫେରିଛନ୍ତି। ସମସ୍ତଙ୍କୁ ରାଜ୍ୟ ବିଜେପିର କର୍ମକର୍ତ୍ତା ବିମାନବନ୍ଦରରେ ବିଦାୟ ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story