ଯାତ୍ରୀଙ୍କ ସୁରକ୍ଷା ପାଇଁ ସବୁ ବସ୍‌ରେ ଲାଗିବ ସିସିଟିଭି

ଭୁବନେଶ୍ୱର: ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟରେ ଚଳାଚଳ କରୁଥିବା ସବୁ ସରକାରୀ ଓ ଘରୋଇ ବସ୍‌ ଗୁଡିକରେ ଲାଗିବ ସିସିଟିଭି। ଆସନ୍ତା ଜୁଲାଇ ୩୧ ସୁଦ୍ଧା ୪୦୦ ସରକାରୀ ବସ୍‌ରେ ସିସିଟିଭି ଲାଗାଯିବାକୁ ଯୋଜନା କରାଯାଇଥିବା ବେଳେ ଆସନ୍ତା ୩ ମାସ ମଧ୍ୟରେ ଘରୋଇ ବସ୍‌ ଗୁଡିକରେ ସିସିଟିଭି ଲଗିବ।

ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି,“ଓଏସ୍‌ଆର୍‌ଟିସି ଓ ଘରୋଇ ବସ୍‌ରେ ଆସନ୍ତା ଜୁଲାଇ ୩୧ ସୁଦ୍ଧା ପାଖାପାଖି ୪୦୦ଟି ବସ୍‌ରେ ସିସିଟିଭି ଲଗାଯିବ। ଏନେଇ ଟେଣ୍ଡର ପକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।”

ମାଝି କହିଛନ୍ତି ଯେ,“ଭେଇକିଲ୍‌ ଟ୍ରାକିଂ ଆଣ୍ଡ ପାସେଞ୍ଜର ଇନ୍‌ଫରମେସନ ସିଷ୍ଟମକୁ କାର୍ଯ୍ୟକାରୀ କରାଯିବ। ଏହାସହ ଖୁବ୍‌ଶୀଘ୍ର ଓଏସ୍‌ଆରଟିସିର ଭଲ୍‌ଭୋ ବସ୍‌ ଗଡିବ। ପରୀକ୍ଷାମୁଳକ ଭାବେ କଟକ-ବ୍ରହ୍ମପୁର,କେଉଁଝର-ଭୁବନେଶ୍ୱର, ଜୟପୁର-ରାଜମହେନ୍ଦ୍ରୀ ଓ ବିଶାଖାପଟନମ୍‌-ଜଗ୍‌ଦଲପୁର ରୁଟ୍‌ରେ ଏହି ବସ୍‌ ଚାଲିବ।

ଆହୁରି ପଢ଼ନ୍ତୁ

ରାଜ୍ୟରେ ଆଜି ରେକର୍ଡ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ

ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର; ଏଥର ଏମାନେ ସମ୍ମାନିତ ହେବେ

ରାଏବୋଗା ପଞ୍ଚାୟତ ୪୮ ଘଣ୍ଟା ଶଟ୍‌ଡାଉନ୍

ସମ୍ବଲପୁରରେ ଚାଞ୍ଚଲ୍ୟ, ବ୍ୟବସାୟୀଙ୍କୁ ଅପହରଣ

୪୮ ଘଣ୍ଟା ପାଇଁ ବନ୍ଦ ରହିବ ‘ପୁଲିସ ସେବା ଭବନ’

ଅସ୍ତ୍ର ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ୍‌ ହେବାକୁ ନକ୍ସଲଙ୍କୁ ଅପିଲ୍‌ କଲେ ଡିଜି ଅଭୟ

ବୀରମିତ୍ରପୁର ପୌରାଞ୍ଚଳର ୧୧ଟି ୱାର୍ଡ ଶଟ୍‌ଡାଉନ୍‌

ସୁପ୍ରିମକୋର୍ଟ ମୁଖ୍ୟବିଚାରପତିଙ୍କୁ ସମାଲୋଚନା କରି ବନ୍ଧାହେଲେ ଯୁବକ

ଜଣେ ଦାନ୍ତ ଡାକ୍ତରଙ୍କ ସମେତ ଭୁବନେଶ୍ୱରରେ ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ

ଟିକସ ଛାଡ଼ ପାଇଁ ରାଜ୍ୟ ସରକାରଙ୍କୁ ନିରଞ୍ଜନଙ୍କ ଅପିଲ୍‌

ଝିଅକୁ ପ୍ରେମ କରି ବାପା ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଥିଲେ