ଯାତ୍ରୀଙ୍କ ସୁରକ୍ଷା ପାଇଁ ସବୁ ବସ୍‌ରେ ଲାଗିବ ସିସିଟିଭି

ଭୁବନେଶ୍ୱର: ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟରେ ଚଳାଚଳ କରୁଥିବା ସବୁ ସରକାରୀ ଓ ଘରୋଇ ବସ୍‌ ଗୁଡିକରେ ଲାଗିବ ସିସିଟିଭି। ଆସନ୍ତା ଜୁଲାଇ ୩୧ ସୁଦ୍ଧା ୪୦୦ ସରକାରୀ ବସ୍‌ରେ ସିସିଟିଭି ଲାଗାଯିବାକୁ ଯୋଜନା କରାଯାଇଥିବା ବେଳେ ଆସନ୍ତା ୩ ମାସ ମଧ୍ୟରେ ଘରୋଇ ବସ୍‌ ଗୁଡିକରେ ସିସିଟିଭି ଲଗିବ। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି,“ଓଏସ୍‌ଆର୍‌ଟିସି ଓ ଘରୋଇ ବସ୍‌ରେ ଆସନ୍ତା ଜୁଲାଇ ୩୧ ସୁଦ୍ଧା ପାଖାପାଖି ୪୦୦ଟି ବସ୍‌ରେ […]

bus

bus

Rakesh Mallick
  • Published: Friday, 17 June 2016
  • Updated: 17 June 2016, 10:08 PM IST

Sports

Latest News

ଭୁବନେଶ୍ୱର: ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟରେ ଚଳାଚଳ କରୁଥିବା ସବୁ ସରକାରୀ ଓ ଘରୋଇ ବସ୍‌ ଗୁଡିକରେ ଲାଗିବ ସିସିଟିଭି। ଆସନ୍ତା ଜୁଲାଇ ୩୧ ସୁଦ୍ଧା ୪୦୦ ସରକାରୀ ବସ୍‌ରେ ସିସିଟିଭି ଲାଗାଯିବାକୁ ଯୋଜନା କରାଯାଇଥିବା ବେଳେ ଆସନ୍ତା ୩ ମାସ ମଧ୍ୟରେ ଘରୋଇ ବସ୍‌ ଗୁଡିକରେ ସିସିଟିଭି ଲଗିବ।

ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି,“ଓଏସ୍‌ଆର୍‌ଟିସି ଓ ଘରୋଇ ବସ୍‌ରେ ଆସନ୍ତା ଜୁଲାଇ ୩୧ ସୁଦ୍ଧା ପାଖାପାଖି ୪୦୦ଟି ବସ୍‌ରେ ସିସିଟିଭି ଲଗାଯିବ। ଏନେଇ ଟେଣ୍ଡର ପକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।”

ମାଝି କହିଛନ୍ତି ଯେ,“ଭେଇକିଲ୍‌ ଟ୍ରାକିଂ ଆଣ୍ଡ ପାସେଞ୍ଜର ଇନ୍‌ଫରମେସନ ସିଷ୍ଟମକୁ କାର୍ଯ୍ୟକାରୀ କରାଯିବ। ଏହାସହ ଖୁବ୍‌ଶୀଘ୍ର ଓଏସ୍‌ଆରଟିସିର ଭଲ୍‌ଭୋ ବସ୍‌ ଗଡିବ। ପରୀକ୍ଷାମୁଳକ ଭାବେ କଟକ-ବ୍ରହ୍ମପୁର,କେଉଁଝର-ଭୁବନେଶ୍ୱର, ଜୟପୁର-ରାଜମହେନ୍ଦ୍ରୀ ଓ ବିଶାଖାପଟନମ୍‌-ଜଗ୍‌ଦଲପୁର ରୁଟ୍‌ରେ ଏହି ବସ୍‌ ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story