ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଗୁରୁତର

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ଲାଲ୍ ତାଣ୍ଡବ। ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି ।ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ବିଜାପୁର ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ସେପଟେ ମାଓବାଦୀଙ୍କ  ଆକ୍ରମଣ ପରେ କମ୍ବିଂ ଅପରେସନକୁ ଜୋରଦାର କରିଛି ଛତିଶଗଡ଼ ପୁଲିସ । ନେଲେନାର ଜଙ୍ଗଲରେ ମାଓବାଦୀଙ୍କ ସର୍ଚ୍ଚ ଅପରେସନ୍ ବେଳେ ହୋଇଥିଲା ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ମାସେ ତଳେ ମାଓବାଦୀଙ୍କ ଆକ୍ରମଣରେ ଛତିଶଗଡ଼ […]

Blast

Blast

Tapaswini Nayak
  • Published: Saturday, 14 May 2022
  • Updated: 14 May 2022, 03:05 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ଲାଲ୍ ତାଣ୍ଡବ। ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି ।ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ବିଜାପୁର ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ସେପଟେ ମାଓବାଦୀଙ୍କ  ଆକ୍ରମଣ ପରେ କମ୍ବିଂ ଅପରେସନକୁ ଜୋରଦାର କରିଛି ଛତିଶଗଡ଼ ପୁଲିସ ।

ନେଲେନାର ଜଙ୍ଗଲରେ ମାଓବାଦୀଙ୍କ ସର୍ଚ୍ଚ ଅପରେସନ୍ ବେଳେ ହୋଇଥିଲା ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ମାସେ ତଳେ ମାଓବାଦୀଙ୍କ ଆକ୍ରମଣରେ ଛତିଶଗଡ଼ ବିଜାପୁର ଜିଲ୍ଲାର ୪ ଜଣ ପୁଲିସ କର୍ମଚାରୀ ଆହାତ ହୋଇଥିଲେ। ବିଜାପୁର ଜିଲ୍ଲାର ଜୟଗୁରୁ ପୁଲିସ କ୍ୟାମ୍ପରେ ରାତିରେ ମାଓବାଦୀ ଖୋଲା ଫାୟାରିଂ କରିଥିଲେ। ଫଳରେ ୪ ଜଣ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ସେହିପରି ଗତ ଫେବୃୟାରୀରେ ଖବର ସଂଗ୍ରହକୁ କରିବାକୁ ଯାଇଥିବା ବେଳେ କଳାହାଣ୍ଡିର ଜଣେ ସାମ୍ବାଦିକ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ବିସ୍ପୋରଣର ଶିକାର ହୋଇଥିଲେ । ଘଟଣାସ୍ଥଳରେ ହିଁ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା ତାଙ୍କ ପୁରା ଶରୀର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story