ବୈଜୟନ୍ତଙ୍କ ଉଦ୍‌ଘାଟନୀ ସଭା ହାଇଜାକ୍‌

କେନ୍ଦ୍ରାପଡ଼ା:(ଓଡ଼ିଶା ରିପୋର୍ଟର): ଉଦ୍‌ଘାଟନ ହାଇଜାକ୍ ।  କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ପୁରୁଷୋତ୍ତମପୁରରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରକଳ୍ପ ଉଦ୍‌ଘାଟନ ହାଇଜାକ୍ କଲେ ବ୍ଲକ ଅଧ୍ୟକ୍ଷା। ଗାଁରେ ସାଂସଦ ବୈଜୟନ୍ତଙ୍କ ଏମ୍ପିଲାଡ୍ ପାଣ୍ଠିରେ ନିର୍ମାଣଧୀନ ପାଣିଟାଙ୍କିକୁ ଜୋରଜବରଦସ୍ତ ଉଦ୍‌ଘାଟନ କରିଛନ୍ତି ମାର୍ଶାଘାଇ ବ୍ଲକ ଅଧ୍ୟକ୍ଷା ସୀତାଲତା ପରିଡା। ଖାଲି ସେତିକି ନୁହଁ ଫଳକ ଏବଂ ପାଣିଟାଙ୍କିରୁ ମଧ୍ୟ ବୈଜୟନ୍ତଙ୍କ ନାମକୁ ହଟାଇ ଦିଆଯାଇଛି। ଉଦଘାଟନ ନେଇ ବ୍ଲକ ଅଧ୍ୟକ୍ଷା ସୀତାଲତା ପରିଡ଼ା କହିଛନ୍ତି, ବିଜେଡିରୁ ସାଂସଦ ନିଲମ୍ବିତ […]

Kendrapara

Kendrapara

Rakesh Mallick
  • Published: Wednesday, 07 February 2018
  • Updated: 07 February 2018, 06:36 PM IST

Sports

Latest News

କେନ୍ଦ୍ରାପଡ଼ା:(ଓଡ଼ିଶା ରିପୋର୍ଟର): ଉଦ୍‌ଘାଟନ ହାଇଜାକ୍ ।  କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ପୁରୁଷୋତ୍ତମପୁରରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରକଳ୍ପ ଉଦ୍‌ଘାଟନ ହାଇଜାକ୍ କଲେ ବ୍ଲକ ଅଧ୍ୟକ୍ଷା। ଗାଁରେ ସାଂସଦ ବୈଜୟନ୍ତଙ୍କ ଏମ୍ପିଲାଡ୍ ପାଣ୍ଠିରେ ନିର୍ମାଣଧୀନ ପାଣିଟାଙ୍କିକୁ ଜୋରଜବରଦସ୍ତ ଉଦ୍‌ଘାଟନ କରିଛନ୍ତି ମାର୍ଶାଘାଇ ବ୍ଲକ ଅଧ୍ୟକ୍ଷା ସୀତାଲତା ପରିଡା। ଖାଲି ସେତିକି ନୁହଁ ଫଳକ ଏବଂ ପାଣିଟାଙ୍କିରୁ ମଧ୍ୟ ବୈଜୟନ୍ତଙ୍କ ନାମକୁ ହଟାଇ ଦିଆଯାଇଛି।

[caption id="attachment_208527" align="aligncenter" width="427"]ତିଆରି ହୋଇଥିବା ଫଳକରେ ବୈଜୟନ୍ତଙ୍କ ନାମ ନାହିଁ। ତିଆରି ହୋଇଥିବା ଫଳକରେ ବୈଜୟନ୍ତଙ୍କ ନାମ ନାହିଁ।[/caption]

ଉଦଘାଟନ ନେଇ ବ୍ଲକ ଅଧ୍ୟକ୍ଷା ସୀତାଲତା ପରିଡ଼ା କହିଛନ୍ତି, ବିଜେଡିରୁ ସାଂସଦ ନିଲମ୍ବିତ ହୋଇଛନ୍ତି।   ସେ ଉଦଘାଟନର ନୈତିକତା ହରାଇଛନ୍ତି।   ସେପଟେ ବୈଜୟନ୍ତଙ୍କ ସମର୍ଥକ କହିଛନ୍ତି, ତୃତୀୟ ମହଲାର ଅଣ ଓଡ଼ଆ ଅଫିସର ସ୍ଥାନୀୟ ବିଜେଡି ନେତାଙ୍କୁ ଧରି ଶସ୍ତା ରାଜନୀତି କରୁଛନ୍ତି ।  ଅନ୍ୟ କାମରୁ ଶ୍ରେୟ ନେବା ପାଇଁ ଜୋରଜବରଦସ୍ତ ଚେଷ୍ଟା କରାଯାଉଛି।  ସାଂସଦ ପାଣ୍ଠି ଖର୍ଚ୍ଚ କରାଯିବାର ଗାଇଡ୍ ଲାଇନ୍ ଅନୁସାରେ ଜିଲ୍ଲା ପ୍ରଶାସନ ଏଭଳି କାର୍ଯ୍ୟ ପାଇଁ ସଜାଗ ରହିବା ଉଚିତ ।

ବୈଜୟନ୍ତକୁ ନେଇ ବିଜେଡି କରୁଥିବା ବିରୋଧର ରାଜନୀତି ନୂଆ ନୁହଁ। ଏହା ପୂର୍ବରୁ   ମାର୍ଶାଘାଇ ବ୍ଲକରେ କଣ୍ଠେଶ୍ୱର ମହାଦେବଙ୍କ ତୃତୀୟ ବାର୍ଷିକ ସମ୍ମାନ ଟ୍ୟାଲେଣ୍ଟ ପାଇଁ ହୋଇଥିବା ପେଣ୍ଡାଲକୁ ଭାଙ୍ଗି ଦେଇଥିଲେ ଦୁର୍ବୃତ୍ତ। ଏହି ଉତ୍ସବରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଅତିଥି ଭାବେ ଯୋଗ ଦେବାର ଥିଲା । କିନ୍ତୁ ବୈଜୟନ୍ତଙ୍କୁ ବିରୋଧ କରି ପେଣ୍ଡାଲକୁ ଭାଙ୍ଗି ଦେଇଥିଲେ ଦୁର୍ବୃତ୍ତ। ଫଳରେ ସଭା ବାତିଲ ହୋଇଥିଲା।

https://youtu.be/zf5IhejYFGk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story