ଜୟଦୀପଙ୍କୁ ତିନି ଦିନିଆ ରିମାଣ୍ଡରେ ନେବ ଭିଜିଲାନ୍ସ

କଟକ: ଏସ୍‌ସି/ଏସ୍‌ଟି ପିଲାଙ୍କୁ ଟ୍ରେନିଂ ଦେବା ନାଁରେ ୮୮ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ ତ୍ରିପୁରା କ୍ୟାଡରର ଆଇପିଏସ୍ ଅଫିସର ଜୟଦୀପ ନାୟକଙ୍କ ଜାମିନ ଆବେଦନକୁ ଆଜି ଖାରଜ କରି ଦେଇଛନ୍ତି କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଏହା ସହିତ ଆସନ୍ତାକାଲିଠାରୁ ତାଙ୍କୁ ତିନି ଦିନି ପାଇଁ ରିମାଣ୍ଡରେ ନେବାକୁ ଭିଜିଲାନ୍ସକୁ ଅନୁମତି ଦେଇଛନ୍ତି। ଆସନ୍ତାକାଲି ସକାଳ ୧୦ଟାରୁ ଜୟଦୀପଙ୍କ ରିମାଣ୍ଡ ଅବଧି ଆରମ୍ଭ ହେବ। ୩୦ ତାରିଖ ଦିନ ୧୧ଟାରେ ତାଙ୍କୁ କୋର୍ଟରେ […]

jaydeep

jaydeep

Rakesh Mallick
  • Published: Tuesday, 26 July 2016
  • Updated: 26 July 2016, 08:28 PM IST

Sports

Latest News

jaydeepକଟକ: ଏସ୍‌ସି/ଏସ୍‌ଟି ପିଲାଙ୍କୁ ଟ୍ରେନିଂ ଦେବା ନାଁରେ ୮୮ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ ତ୍ରିପୁରା କ୍ୟାଡରର ଆଇପିଏସ୍ ଅଫିସର ଜୟଦୀପ ନାୟକଙ୍କ ଜାମିନ ଆବେଦନକୁ ଆଜି ଖାରଜ କରି ଦେଇଛନ୍ତି କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଏହା ସହିତ ଆସନ୍ତାକାଲିଠାରୁ ତାଙ୍କୁ ତିନି ଦିନି ପାଇଁ ରିମାଣ୍ଡରେ ନେବାକୁ ଭିଜିଲାନ୍ସକୁ ଅନୁମତି ଦେଇଛନ୍ତି। ଆସନ୍ତାକାଲି ସକାଳ ୧୦ଟାରୁ ଜୟଦୀପଙ୍କ ରିମାଣ୍ଡ ଅବଧି ଆରମ୍ଭ ହେବ। ୩୦ ତାରିଖ ଦିନ ୧୧ଟାରେ ତାଙ୍କୁ କୋର୍ଟରେ ହାଜର କରିବା ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦିଆଯାଇଛି।

ଓଡ଼ିଶା ପୋଲିସ୍‌ର ମାନବାଧିକାର ସୁରକ୍ଷା ସେଲ୍ (ଏଚ୍‌ଆର୍‌ପିସି) ଅଧୀନରେ ଅନୁସୂଚିତ ଜାତି ଓ ଜନଜାତିଙ୍କ କଲ୍ୟାଣ ପାଇଁ ଆସିଥିବା ୮୮ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଜୟଦୀପ ନାୟକଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତ୍ରିପୁରା କ୍ୟାଡର୍‌ର ୧୯୯୧ ବ୍ୟାଚ୍‌ର ଏହି ଆଇପିଏସ୍ ଅଫିସର ଡେପୁଟେସନ୍‌ରେ ଓଡ଼ିଶା ପୋଲିସ୍‌କୁ ଆସି ୨୦୧୨ ଅଗଷ୍ଟ ୨୪ରୁ ୨୦୧୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏଚ୍‌ଆର୍‌ପିସି ଆଇଜି ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ଅର୍ଥ ହଡ଼ପ ଅଭିଯୋଗ ହୋଇଥିଲା। ଅଡିଟ୍ ରିପୋର୍ଟରୁ ଏ ସଂପର୍କିତ ସୂଚନା ମିଳିବା ପରେ ଭିଜିଲାନ୍ସ ଘଟଣାର ତଦନ୍ତ ଦାୟିତ୍ୱ ନେଇଥିଲା।

ଏ ମାମଲାରେ ପୂର୍ବରୁ ଭିଜିଲାନ୍ସ ୫ ଜଣଙ୍କୁ ଗିରଫ କରି ସାରିଛି।

ଗିରଫଦାରୀକୁ ଏଡ଼ାଇବା ପାଇଁ ଜୁନ୍ ୨୭ ତାରିଖରେ ଜୟଦୀପ ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ।

ଜୁଲାଇ ୨୩ ତାରିଖରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଜୟଦୀପଙ୍କୁ ଗାଜିଆବାଦରୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story