ଅସୁସ୍ଥ ସ୍ତ୍ରୀଙ୍କୁ ଟୋକେଇରେ ବୋହି ଡାକ୍ତରଖାନା ଆଣିଲେ ସ୍ୱାମୀ

ଜୟପୁର: ରୋଗୀଙ୍କୁ ନେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରହିଛି ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା। ଦୀର୍ଘ ଦିନ ଧରି ଏହି ସେବା ରାଜ୍ୟରେ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଏହି ଜରୁରୀକାଳୀନ ସେବା ସମ୍ପର୍କରେ ଲୋକେ ଏବେ ବି ଅଜ୍ଞ। ଆଜି ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା କୋରାପୁଟ ଜିଲ୍ଲା ଜୟପୁର ସହରରେ। ସହରର ଡଙ୍ଗାଗୁଡ଼ାରେ ରହୁଥିବା ଲକ୍ଷ୍ମୀ ମାଝୀ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ତେବେ ଆଜି ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ […]

jaypur

jaypur

Rakesh Mallick
  • Published: Sunday, 03 April 2016
  • Updated: 04 April 2016, 02:06 AM IST

jaypurଜୟପୁର: ରୋଗୀଙ୍କୁ ନେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରହିଛି ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା। ଦୀର୍ଘ ଦିନ ଧରି ଏହି ସେବା ରାଜ୍ୟରେ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଏହି ଜରୁରୀକାଳୀନ ସେବା ସମ୍ପର୍କରେ ଲୋକେ ଏବେ ବି ଅଜ୍ଞ। ଆଜି ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା କୋରାପୁଟ ଜିଲ୍ଲା ଜୟପୁର ସହରରେ। ସହରର ଡଙ୍ଗାଗୁଡ଼ାରେ ରହୁଥିବା ଲକ୍ଷ୍ମୀ ମାଝୀ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ତେବେ ଆଜି ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କ ସ୍ୱାମୀ ତାଙ୍କୁ ଏକ ବାଉଁଶ ଟୋକେଇରେ ବସାଇ କାନ୍ଧରେ ଭାର ଦେଇ ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ।  ଝୁଡି ଭାରରେ ବୋହି ବୋହି ସେ ପତ୍ନୀଙ୍କୁ ଆଣୁଥିବା ବେଳେ ସମସ୍ତଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ଲକ୍ଷ୍ମୀ ଜୟପୁର ଉପଖଣ୍ଡ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କର ଚିକିତ୍ସା କରାଯାଇଥିଲା।

ଅସୁସ୍ଥ ଲକ୍ଷ୍ମୀ ମାଝୀ କହିଛନ୍ତି,“ମୋର ପାଞ୍ଚ ମାସ ହେବ ଦେହ ଭଲ ନ ଥିଲା। ଆଜି ବସ୍‌ଷ୍ଟାଣ୍ଡକୁ ଆସିଥିଲି। ସେଠାରୁ ଆଉ ଘରକୁ ଯାଇ ପାରିଲି ନାହଁ। ତେଣୁ ମୋ ସ୍ୱାମୀ ଝୁଡିରେ ଭାର କରି କାନ୍ଧରେ ବୋହି ବୋହି ମେଡିକାଲକୁ ଆଣିଥିଲେ।”

ଏନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମାନସ ରଂଜନ ମାହାଲି କହିଛନ୍ତି,“ଦେଢ଼ ମାସ ହେଲା ଲକ୍ଷ୍ମୀଙ୍କ ଝାଡ଼ାରେ ରକ୍ତ ପଡୁଛି। ତା’ସହିତ ସେ ଜରରେ ବି ଆକ୍ରାନ୍ତ। ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କର ଚିକିତ୍ସା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ସେ ଜଣେ ବିପିଏଲ୍‌ ହିତାଧିକାରୀ ହୋଇଥିବାରୁ ତାଙ୍କୁ ସରକାରଙ୍କ ଯୋଜନା ଅନୁସାରେ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଅଧିକ କିଛି ଚିକିତ୍ସା ଲୋଡ଼ା ପଡ଼ିଲେ ତାଙ୍କୁ ଉପରିସ୍ଥ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଦିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story