ଜୟପୁର: ଉତ୍ସାହର ସହ ରାବଣପୋଡି ଆୟୋଜିତ, ଲାଠିଧାରୀଙ୍କୁ ସମ୍ମାନିତ

ଜୟପୁର: ଆନନ୍ଦ ଉଲ୍ଲାସରେ ସହ କୋରାପୁଟ ଜିଲ୍ଲା ଜୟପୁରଠାରେ ଦଶହରା ସମାପନ ହୋଇଛି। ଗୁରୁବାର ବେଶ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ରାବଣ ପୋଡି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଲାଠିଧାରୀଙ୍କୁ ସମ୍ମାନିତ କରାଯାଇଥିଲା । ଏହାସହ ଜୟପୁର ଦଶହରା ବିଶେଷାଙ୍କ ‘୨୦୧୫- ଅପରାଜିତା’ ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମରେ କୋରାପୁଟ ଏସପି ଚରଣସିଂହ ମୀନା, ଜୟପୁର ରାଣୀ ସାହେବା ସାରିକା ଦେବୀ, ଯୁବରାଜ ବିଶ୍ୱେଶ୍ୱର ଚନ୍ଦ୍ରଚୁଡ ସିଂଦେବଙ୍କ ସମେତ ଦଶହରା […]

jaypur

jaypur

Rakesh Mallick
  • Published: Friday, 23 October 2015
  • Updated: 23 October 2015, 05:35 AM IST

Sports

Latest News

ଜୟପୁର: ଆନନ୍ଦ ଉଲ୍ଲାସରେ ସହ କୋରାପୁଟ ଜିଲ୍ଲା ଜୟପୁରଠାରେ ଦଶହରା ସମାପନ ହୋଇଛି। ଗୁରୁବାର ବେଶ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ରାବଣ ପୋଡି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଲାଠିଧାରୀଙ୍କୁ ସମ୍ମାନିତ କରାଯାଇଥିଲା । ଏହାସହ ଜୟପୁର ଦଶହରା ବିଶେଷାଙ୍କ ‘୨୦୧୫- ଅପରାଜିତା’ ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମରେ କୋରାପୁଟ ଏସପି ଚରଣସିଂହ ମୀନା, ଜୟପୁର ରାଣୀ ସାହେବା ସାରିକା ଦେବୀ, ଯୁବରାଜ ବିଶ୍ୱେଶ୍ୱର ଚନ୍ଦ୍ରଚୁଡ ସିଂଦେବଙ୍କ ସମେତ ଦଶହରା ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ଅତିରିକ୍ତ ତହସିଲଦାର ଶଶାଙ୍କ ମିଶ୍ର ପ୍ରୁମଖ ଅତିଥି ଭାବେ ଯୋଗଦେଇଥିଲେ । ରାବଣ ପୋଡି ପରେ ପରମ୍ପରା ଅନୁଯାୟୀ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଆସିଥିବା ପ୍ରତୀକ ଲାଠିଧାରୀମାନେ ସହରର ରଜାନଅର ଛକରେ ଏକାଠି ହୋଇଥିଲେ । ସେଠାରେ ମା’ ଭଗବତୀ, ମା’ ବସନ୍ତାୟୀ ଓ ମା’ ଦକ୍ଷିଣକାଳୀଙ୍କ ବିମାନ ଆସି ମିଶିବା ପରେ ସେଠାରୁ ରୋଷଣିରେ ରଜାନଅର ଛକରୁ ଲାଠିଧାରୀମାନେ ପଟୁଆରରେ ଶୋଭାଯାତ୍ରା କରି ଦଶହରା ପଡିଆରେ ପହଞ୍ଚିଥିଲେ। ସେଠାରେ ଅପରାଜିତା ପୂଜା ହେଲା ପରେ ଚଳିତବର୍ଷ ଦଶହରା ସମାପ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story