ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଜେଇଇ ମେନ୍‌ ରେଜଲ୍ଟ। ଜେଇଇର ନିଜସ୍ୱ ୱେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଚଳିତବର୍ଷ ସମଗ୍ର ଦେଶରେ ୧୨ ଲକ୍ଷ ପିଲା ଏଣ୍ଟ୍ରାନ୍ସ ଦେଇଥିଲେ। ସେଥିମଧ୍ୟରେ ଓଡ଼ିଶାରୁ ୪୫,୦୦୦ ଛାତ୍ରଛାତ୍ରୀ ଥିଲେ। ଜେଇଇ ମେନ୍‌ ରାଙ୍କ ଅନୁସାରେ ଛାତ୍ରଛାତ୍ରୀମାନେ ଦେଶର ଥିବା ସମସ୍ତ ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ କଲେଜରେ ଆଡମିସନ୍‌ କରିବେ। ଏହି ପ୍ରବେଶିକା ପରୀକ୍ଷାରେ ୨ ଲକ୍ଷ ୨୦ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। […]

jee mail

jee mail

Rakesh Mallick
  • Published: Thursday, 27 April 2017
  • Updated: 27 April 2017, 05:39 PM IST

Sports

Latest News

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଜେଇଇ ମେନ୍‌ ରେଜଲ୍ଟ। ଜେଇଇର ନିଜସ୍ୱ ୱେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଚଳିତବର୍ଷ ସମଗ୍ର ଦେଶରେ ୧୨ ଲକ୍ଷ ପିଲା ଏଣ୍ଟ୍ରାନ୍ସ ଦେଇଥିଲେ। ସେଥିମଧ୍ୟରେ ଓଡ଼ିଶାରୁ ୪୫,୦୦୦ ଛାତ୍ରଛାତ୍ରୀ ଥିଲେ।

ଜେଇଇ ମେନ୍‌ ରାଙ୍କ ଅନୁସାରେ ଛାତ୍ରଛାତ୍ରୀମାନେ ଦେଶର ଥିବା ସମସ୍ତ ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ କଲେଜରେ ଆଡମିସନ୍‌ କରିବେ। ଏହି ପ୍ରବେଶିକା ପରୀକ୍ଷାରେ ୨ ଲକ୍ଷ ୨୦ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଜେଇଇ ଆଡଭାନ୍ସର ରାଙ୍କ ଅନୁସାରେ ଆଇଆଇଟିରେ ନାମଲେଖାର ସୁଯୋଗ ପାଇବେ।

ମେ‘ ୨୧ ତାରିଖରେ ଜେଇଇ ଆଡଭାନ୍ସ ପରୀକ୍ଷା ହେବାକୁ ଥିବା ବେଳେ ଏପ୍ରିଲ ୨୮ ତାରିଖରୁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଜେଇଇ ମେନ୍‌ ରେଜଲ୍ଟ ପରେ ଆଡଭାନ୍ସ କଟ୍‌ଅଫ୍‌ ପ୍ରକାଶ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos