ଇଂଜିନିୟରିଂ ନାମଲେଖା ପାଇଁ ଜେଇଇ ମେନ୍ ପରୀକ୍ଷା ଦେବେ ଓଡ଼ିଶା ଛାତ୍ରଛାତ୍ରୀ

ଭୁବନେଶ୍ୱର: ଇଂଞ୍ଜିନିୟରିଂ ନାମଲେଖା ପାଇଁ ଓଡ଼ିଶା ଛାତ୍ରଛାତ୍ରୀ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ଦେବେ। ଗତ ଦୁଇବର୍ଷ ଭଳି ଚଳିତବର୍ଷ ମଧ୍ୟ ଓଡ଼ିଶା ଜେଇଇ ମେନରେ ସାମିଲ ହେବ ବୋଲି ବୈଷୟିକ ଶିକ୍ଷା ମନ୍ତ୍ରୀ ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି। ଓଜେଇଇ ହେବ ନା ଓଡ଼ିଶା ଛାତ୍ରଛାତ୍ରୀ ଜେଇଇ ମେନ୍ ଦେବେ ଏହାକୁ ନେଇ ବିବାଦ ଦେଖାଦେବା ପରେ ରାଜ୍ୟ ସରକାର ଆଇନ୍ ବିଭାଗ ଓ ଆଡଭୋକେଟ୍ ଜେନେରାଲଙ୍କ ପରାମର୍ଶ ଲୋଡ଼ିଥିଲେ। ଉଭୟଙ୍କ ପରାମର୍ଶ ଆଧାରରେ […]

JEE-EXAM

JEE-EXAM

Rakesh Mallick
  • Published: Friday, 11 December 2015
  • Updated: 11 December 2015, 03:00 PM IST

Sports

Latest News

ଭୁବନେଶ୍ୱର: ଇଂଞ୍ଜିନିୟରିଂ ନାମଲେଖା ପାଇଁ ଓଡ଼ିଶା ଛାତ୍ରଛାତ୍ରୀ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ଦେବେ। ଗତ ଦୁଇବର୍ଷ ଭଳି ଚଳିତବର୍ଷ ମଧ୍ୟ ଓଡ଼ିଶା ଜେଇଇ ମେନରେ ସାମିଲ ହେବ ବୋଲି ବୈଷୟିକ ଶିକ୍ଷା ମନ୍ତ୍ରୀ ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି।

ଓଜେଇଇ ହେବ ନା ଓଡ଼ିଶା ଛାତ୍ରଛାତ୍ରୀ ଜେଇଇ ମେନ୍ ଦେବେ ଏହାକୁ ନେଇ ବିବାଦ ଦେଖାଦେବା ପରେ ରାଜ୍ୟ ସରକାର ଆଇନ୍ ବିଭାଗ ଓ ଆଡଭୋକେଟ୍ ଜେନେରାଲଙ୍କ ପରାମର୍ଶ ଲୋଡ଼ିଥିଲେ। ଉଭୟଙ୍କ ପରାମର୍ଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ରାଜ୍ୟ ସରକାର ଓଡ଼ିଶା ପ୍ରଫେସନାଲ ଏଜୁକେସନ ଆକ୍ଟ ସେକସନ-୩ରେ ସଂଶୋଧନ ଆଣିବେ। ଏ ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯିବ। ଜେଇଇ ମେନ୍ ବଦଳରେ ଓଜେଇଇ କରିବା ଲାଗି ରାଜ୍ୟ ଘରୋଇ ଇଂଜିନିୟରିଂ କଲେଜ୍ ସଂଘ ଦାବି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story