ଆଜି ବାହାରିବ ଜେଇଇ ମେନ୍ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଜେଇଇ ମେନ୍ ରେଜଲ୍ଟ। ଜେଇଇ ମେନ୍‌ର ନିଜସ୍ୱ ୱେବ୍‌ସାଇଟ୍‌ରେ ଫଳ ଉପଲବ୍ଧ ହେବ ବୋଲି ସିବିଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଓଡ଼ିଶାରୁ ପ୍ରାୟ ୪୫ ହଜାର ପିଲା ଏହି ପ୍ରବେଶିକା ପରୀକ୍ଷା ଦେଇଛନ୍ତି। ସେହିପରି ସାରା ଦେଶରେ ୧୨ ଲକ୍ଷ ପିଲା ଏହି ପରୀକ୍ଷା ଦେଇଛନ୍ତି। ଜେଇ ମେନ୍ ରାଙ୍କ୍ ଅନୁସାରେ ଦେଶରେ ଥିବା ସରକାରୀ ଓ ବେସରକରୀ ଇଞ୍ଜିନିୟରିଂ କଲେଜରେ ଆଡ୍‌ମିସନ୍ କରି ହେବ। ଏହି ପ୍ରବେଶିକା […]

exam

exam

Rakesh Mallick
  • Published: Thursday, 27 April 2017
  • Updated: 27 April 2017, 08:41 AM IST

Sports

Latest News

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଜେଇଇ ମେନ୍ ରେଜଲ୍ଟ। ଜେଇଇ ମେନ୍‌ର ନିଜସ୍ୱ ୱେବ୍‌ସାଇଟ୍‌ରେ ଫଳ ଉପଲବ୍ଧ ହେବ ବୋଲି ସିବିଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଓଡ଼ିଶାରୁ ପ୍ରାୟ ୪୫ ହଜାର ପିଲା ଏହି ପ୍ରବେଶିକା ପରୀକ୍ଷା ଦେଇଛନ୍ତି। ସେହିପରି ସାରା ଦେଶରେ ୧୨ ଲକ୍ଷ ପିଲା ଏହି ପରୀକ୍ଷା ଦେଇଛନ୍ତି।

ଜେଇ ମେନ୍ ରାଙ୍କ୍ ଅନୁସାରେ ଦେଶରେ ଥିବା ସରକାରୀ ଓ ବେସରକରୀ ଇଞ୍ଜିନିୟରିଂ କଲେଜରେ ଆଡ୍‌ମିସନ୍ କରି ହେବ। ଏହି ପ୍ରବେଶିକା ପରୀକ୍ଷାରେ ଅଢ଼େଇ ଲକ୍ଷ ରାଙ୍କ ମଧ୍ୟରେ ଥିବା ଛାତ୍ରଛାତ୍ରୀମାନେ ଜେଇଇ ଆଡ୍‌ଭାନ୍ସ ପାଇଁ ଯୋଗ୍ୟ ବିବେଚିତ ହେବେ। ଜେଇଇ ଆଡ୍‌ଭାନ୍ସର ରାଙ୍କ ଅନୁସାରେ ଆଇଆଇଟିଗୁଡ଼ିକରେ ନାମ ଲେଖାଇବାକୁ ଛାତ୍ରଛାତ୍ରୀ ସୁଯୋଗ ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos