ଜୟପୁର: ଟାଙ୍ଗିଣୀଗୁଡ଼ା ଦଶମନ୍ତପୁର ରାସ୍ତାର କଲର୍ଭଟରୁ ମାଓ ସାମଗ୍ରୀ ଜବତ

ଜୟପୁର: କୋରାପୁଟ ଜିଲ୍ଳା ବୈପାରୀଗୁଡ଼ା ଠାରେ ଥିବା ବିଏସ୍‌ଏଫ୍‌ର ୧୪୩ ବାଟାଲିୟନ୍ ଯବାନମାନେ ଆଜି ସକାଳେ ଟାଙ୍ଗିଣୀଗୁଡ଼ା ଦଶମନ୍ତପୁର ରାସ୍ତାରେ କମ୍ୱିଂ ଅପରେସନ୍ କରୁଥିବା ସମୟରେ ଏକ କଲର୍ଭଟରୁ ମାଓ ସାମଗ୍ରୀ ଜବତ କରିଛନ୍ତି। ଗୋଟିଏ  ୧୨ ଭୋଲଟର ବ୍ୟାଟେରୀ, ଦୁଇଟି ଟିଫିନ୍‌ ବୋମା, ୨୨ଟି ଇଲେକ୍‌ଟ୍ରିକ୍ ଡିଟୋନେଟର, ୪୫ ମିଟର ଲମ୍ୱର ଫ୍ଲେକ୍ସବୁଲ୍ ତାର ଓ ୨୫ଟି ଜିଲାଟିନ୍ ଷ୍ଟିକ୍ ଜବତ ହୋଇଛି।

mao

mao

Rakesh Mallick
  • Published: Monday, 27 June 2016
  • Updated: 27 June 2016, 04:08 PM IST

Sports

Latest News

maoଜୟପୁର: କୋରାପୁଟ ଜିଲ୍ଳା ବୈପାରୀଗୁଡ଼ା ଠାରେ ଥିବା ବିଏସ୍‌ଏଫ୍‌ର ୧୪୩ ବାଟାଲିୟନ୍ ଯବାନମାନେ ଆଜି ସକାଳେ ଟାଙ୍ଗିଣୀଗୁଡ଼ା ଦଶମନ୍ତପୁର ରାସ୍ତାରେ କମ୍ୱିଂ ଅପରେସନ୍ କରୁଥିବା ସମୟରେ ଏକ କଲର୍ଭଟରୁ ମାଓ ସାମଗ୍ରୀ ଜବତ କରିଛନ୍ତି। ଗୋଟିଏ  ୧୨ ଭୋଲଟର ବ୍ୟାଟେରୀ, ଦୁଇଟି ଟିଫିନ୍‌ ବୋମା, ୨୨ଟି ଇଲେକ୍‌ଟ୍ରିକ୍ ଡିଟୋନେଟର, ୪୫ ମିଟର ଲମ୍ୱର ଫ୍ଲେକ୍ସବୁଲ୍ ତାର ଓ ୨୫ଟି ଜିଲାଟିନ୍ ଷ୍ଟିକ୍ ଜବତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos