ପୋଲିସ୍ ଅଧିକାରୀଙ୍କୁ ପିଟିଲେ ଅପରାଧୀ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ଏସ୍‌ଆଇଙ୍କ ଉପରେ ହୋଇଛି ଆକ୍ରମଣ। ତାଙ୍କ ନାଁ ଶିବଶଙ୍କର ସାହୁ। ତାଙ୍କ ହାତ ଓ ମୁହଁରେ ଗଭୀର କ୍ଷତ ହୋଇଛି। ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ନାଁ ଜିତ୍ ମହୁରିଆ। ସେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ। ତାଙ୍କ ଘରେ ପୋଲିସ୍ ରେଡ୍‌ ବେଳେ ସେ ଏସ୍‌ଆଇ ଶିବଶଙ୍କରଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ନାଁରେ ମାମଲା ରୁଜୁ ହୋଇଛି ବୋଲି କୋରାପୁଟ ଏସ୍‌ପି ସୂଚନା ଦେଇଛନ୍ତି।

police

police

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 10:36 AM IST

Sports

Latest News

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ଏସ୍‌ଆଇଙ୍କ ଉପରେ ହୋଇଛି ଆକ୍ରମଣ। ତାଙ୍କ ନାଁ ଶିବଶଙ୍କର ସାହୁ। ତାଙ୍କ ହାତ ଓ ମୁହଁରେ ଗଭୀର କ୍ଷତ ହୋଇଛି।

ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ନାଁ ଜିତ୍ ମହୁରିଆ। ସେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ। ତାଙ୍କ ଘରେ ପୋଲିସ୍ ରେଡ୍‌ ବେଳେ ସେ ଏସ୍‌ଆଇ ଶିବଶଙ୍କରଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ନାଁରେ ମାମଲା ରୁଜୁ ହୋଇଛି ବୋଲି କୋରାପୁଟ ଏସ୍‌ପି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story