ନୀଳଗିରିରେ ବୁଲୁଛି ପାଇଲଟ୍‌ ହାତୀ, ଲୋକେ ଆତଙ୍କିତ

ନୀଳଗିରି (ବିଶ୍ୱମ୍ଭର ଦାସ): ଚାଷ ଜମିରେ ଉତ୍ପାତ କରୁଛି ଝାରଖଣ୍ଡର ପାଇଲଟ୍‌ ହାତୀ। ହାତୀଟି ଏବେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରୁଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି। ସୂଚନାରୁ ପ୍ରକାଶ, ପ୍ରତିବର୍ଷ ଝାରଖଣ୍ଡି ହାତୀ ପଲ ନୀଳଗିରି ଆସନ୍ତି। ହାତୀ ପଲ ଆସିବା ପୂର୍ବରୁ ପାଇଲଟ୍‌ ହାତୀ ଆସି ପ୍ରଥମେ ଆସିଥାଏ। ପାଇଲଟ୍‌ ହାତୀ ସ୍ଥିତି ଅନୁଧ୍ୟାନ କରିବା ଅନ୍ୟ ହାତୀ ପଲ ଆସିଥାନ୍ତି। […]

nilagiri

nilagiri

Tapaswini Nayak
  • Published: Saturday, 31 October 2020
  • Updated: 31 October 2020, 10:01 AM IST

Sports

Latest News

ନୀଳଗିରି (ବିଶ୍ୱମ୍ଭର ଦାସ): ଚାଷ ଜମିରେ ଉତ୍ପାତ କରୁଛି ଝାରଖଣ୍ଡର ପାଇଲଟ୍‌ ହାତୀ। ହାତୀଟି ଏବେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରୁଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି।

ସୂଚନାରୁ ପ୍ରକାଶ, ପ୍ରତିବର୍ଷ ଝାରଖଣ୍ଡି ହାତୀ ପଲ ନୀଳଗିରି ଆସନ୍ତି। ହାତୀ ପଲ ଆସିବା ପୂର୍ବରୁ ପାଇଲଟ୍‌ ହାତୀ ଆସି ପ୍ରଥମେ ଆସିଥାଏ। ପାଇଲଟ୍‌ ହାତୀ ସ୍ଥିତି ଅନୁଧ୍ୟାନ କରିବା ଅନ୍ୟ ହାତୀ ପଲ ଆସିଥାନ୍ତି। ଏବେ ଅମଳ ଋତୁ ଆରମ୍ଭ ହୋଇଥିବାରୁ ପ୍ରଥମେ ପାଇଲଟ୍‌ ହାତୀ ନୀଳଗିରି ଅଞ୍ଚଳକୁ ଆସି। ସେ ଚାଷ ଜମିରେ ମନଇଚ୍ଛା ବୁଲି ଧାନ ଖାଇବା ସହିତ ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପାଇଲଟ ହାତୀର ଆସିବା ପରେ ଆସିବାକୁ ଥିବା ହାତୀ ପଲ ଏବେ ମୟୂରଭଂଜର ଦେଉଳି ରେଞ୍ଜରେ ଅଛନ୍ତି। ସେମାନେ ଧୀରେ ଧୀରେ ଅଗ୍ରସର ହେଉଛନ୍ତି।

ହାତୀଙ୍କ ଆଗମନକୁ ଦେଖି ଚିନ୍ତାରେ ସ୍ଥାନୀୟ ଲୋକେ ଓ ଚାଷୀ। ହାତୀ କବଳରୁ କେମିତି ନିଜ କଷ୍ଟ ଉପାର୍ଜିତ ଫସଲକୁ ସଂଗ୍ରହ କରିବେ, ସେହି ଚିନ୍ତାରେ ଚାଷୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story