ନୀଳଗିରିରେ ଝାଡ଼ଖଣ୍ଡୀ ହାତୀପଲ

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ଏକ ଝାଡ଼ଖଣ୍ଡୀ ହାତୀପଲ ପଶି ଆସିଛନ୍ତି। ଦୁର୍ଗାଦେବୀ ଅଞ୍ଚଳ ଦେଇ ଆଜି ଭୋରରେ ତିନିକୋଶିଆ ଜଙ୍ଗଲରେ ୪୦ଟି ହାତୀ ପଶିଛନ୍ତି। ଏହି ହାତୀପଲରେ ୩୫ଟି ବଡ଼ ହାତୀ ଥିବା ବେଳେ ୫ଟି ଛୁଆ ହାତୀ ଥିବା ନୀଳଗିରି ରେଞ୍ଜର କହିଛନ୍ତି। ୧୦ ବର୍ଷ ହେଲା ଝାଡ଼ଖଣ୍ଡୀ ହାତୀ ପଲ ଏଠାକୁ ଆସୁଛନ୍ତି। ବର୍ଷକୁ ଥରେ ଏମାନେ ନିଶ୍ଚିତ ଏ ଅଞ୍ଚଳରେ ପଶୁଥିବା ବେଳେ ଚଳିତ ବର୍ଷ ୫ ଥର […]

tttyyy,,,,,,,,,,,,,,,,,,,,,

tttyyy,,,,,,,,,,,,,,,,,,,,,

Tapaswini Nayak
  • Published: Wednesday, 12 June 2019
  • Updated: 12 June 2019, 08:41 AM IST

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ଏକ ଝାଡ଼ଖଣ୍ଡୀ ହାତୀପଲ ପଶି ଆସିଛନ୍ତି। ଦୁର୍ଗାଦେବୀ ଅଞ୍ଚଳ ଦେଇ ଆଜି ଭୋରରେ ତିନିକୋଶିଆ ଜଙ୍ଗଲରେ ୪୦ଟି ହାତୀ ପଶିଛନ୍ତି। ଏହି ହାତୀପଲରେ ୩୫ଟି ବଡ଼ ହାତୀ ଥିବା ବେଳେ ୫ଟି ଛୁଆ ହାତୀ ଥିବା ନୀଳଗିରି ରେଞ୍ଜର କହିଛନ୍ତି।

୧୦ ବର୍ଷ ହେଲା ଝାଡ଼ଖଣ୍ଡୀ ହାତୀ ପଲ ଏଠାକୁ ଆସୁଛନ୍ତି। ବର୍ଷକୁ ଥରେ ଏମାନେ ନିଶ୍ଚିତ ଏ ଅଞ୍ଚଳରେ ପଶୁଥିବା ବେଳେ ଚଳିତ ବର୍ଷ ୫ ଥର ଆସିଲେଣି। ହାତୀ ପଲ ବାରମ୍ବାର ଆସିବା ଯୋଗୁ ଲୋକେ ଭୟଭୀତ ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story