ମଞ୍ଚାରେ ରହୁଛନ୍ତି ସାରା ଗାଁର ଲୋକ: କାହିଁକି ଜାଣନ୍ତୁ

ବାଲେଶ୍ୱର/ନୀଳଗିରି (ଓଡ଼ିଶା ରିପୋର୍ଟର): ହାତୀ-ମଣିଷ ଲଢ଼େଇ। କେତେବେଳେ ହାତୀଙ୍କୁ ମଣିଷ ତଡୁଛି ତ କେତେବେଳେ ମଣିଷଙ୍କୁ ହାତୀ। ଆଉ କେତେବେଳେ ହାତୀ ଚାଷ ଉଜୁଡୁଛି। ଏଥିପାଇଁ ବାଜି ଲାଗିଛି ଗରିବଙ୍କ ଜୀବନ। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏହା ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି। କୁଳଡିହା ଅଭୟାରଣ୍ୟରେ ଥିବା ହାତୀ ପଲଙ୍କ ଉପଦ୍ରବରେ ଥର ହର ଅଞ୍ଚଳବାସିନ୍ଦା। ସ୍ଥିତି ଏଭଳି ଯେ ଦିନଯାକ ହାତୀକୁ ଘଉଡ଼ାଇବାରେ ସମୟ ବିତୁଥିବା ବେଳେ ସଞ୍ଜ ହେଲେ ଉଚ୍ଚା ଗଛ ଉପର […]

jharkhandi-elephant-balasore

jharkhandi-elephant-balasore

Rakesh Mallick
  • Published: Saturday, 09 December 2017
  • Updated: 09 December 2017, 08:51 PM IST

Sports

Latest News

ବାଲେଶ୍ୱର/ନୀଳଗିରି (ଓଡ଼ିଶା ରିପୋର୍ଟର): ହାତୀ-ମଣିଷ ଲଢ଼େଇ। କେତେବେଳେ ହାତୀଙ୍କୁ ମଣିଷ ତଡୁଛି ତ କେତେବେଳେ ମଣିଷଙ୍କୁ ହାତୀ। ଆଉ କେତେବେଳେ ହାତୀ ଚାଷ ଉଜୁଡୁଛି। ଏଥିପାଇଁ ବାଜି ଲାଗିଛି ଗରିବଙ୍କ ଜୀବନ। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏହା ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି। କୁଳଡିହା ଅଭୟାରଣ୍ୟରେ ଥିବା ହାତୀ ପଲଙ୍କ ଉପଦ୍ରବରେ ଥର ହର ଅଞ୍ଚଳବାସିନ୍ଦା। ସ୍ଥିତି ଏଭଳି ଯେ ଦିନଯାକ ହାତୀକୁ ଘଉଡ଼ାଇବାରେ ସମୟ ବିତୁଥିବା ବେଳେ ସଞ୍ଜ ହେଲେ ଉଚ୍ଚା ଗଛ ଉପର ମଞ୍ଚା ପାଲଟିଛି ମଣିଷଙ୍କ ନୂଆ ଠିକଣା।

କୁଳଡିହା ଅଭୟାରଣ୍ୟ ପାଦ ଦେଶରେ ଅବସ୍ଥିତ ନୀଳଗିରି। ଗୋଟିଏ ପଟେ କୁଳଡିହା ହାତୀ ଓ ଅନ୍ୟପଟେ ଝାଡ଼ଖଣ୍ଡୀ ହାତୀ। ଏହା ମଝିରେ ଆତଙ୍କିତ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି ନୀଳଗିରି ବାସିନ୍ଦା। ସଞ୍ଜ ନଇଁବା ପୂର୍ବରୁ ରୋଷେଇ ସାରି ଘରେ ତାଲା ପକାଇ ଚାଲି ଯାଉଛନ୍ତି ସୁରକ୍ଷିତ ସ୍ଥାନକୁ। ଉଚ୍ଚା ଗଛ ଉପରେ ଭାଡି ବାନ୍ଧି ଫସଲ ଜଗିବା ସହିତ ଜୀବନ ବଞ୍ଚାଉଛି। ତଳେ ରହିଲେ ଡର ମାଡୁଛି, ସେଥିପାଇଁ ଗଛ ଉପରେ ଭାଡି ବାନ୍ଧି ରହୁଛୁ ବୋଲି ଅଞ୍ଚଳବାସୀ କହିଛନ୍ତି।

ନୀଳଗିରି ଅଞ୍ଚଳରେ ଦେଖାଦେଉଥିବା ଏ ସମସ୍ୟା ଆଜି କାଲିର ନୁହେଁ। ପ୍ରତିବର୍ଷ ନଭେମ୍ବର ଆରମ୍ଭରୁ ଏହା ଦେଖାଦେଇଥାଏ। ବିଲରେ ଧାନ ପାଚୁ ନପାଚୁଣୁ ନୀଳଗିରି ମୁହାଁ ହୁଅନ୍ତି ହାତୀପଲ। ତା’ପରେ ହାତୀ ଘଉଡ଼ା ପାଇଁ ହୋଇଥାଏ ଅପରେସନ୍‌। ଫସଲ ଅମଳ ସରିବା ପର୍ଯ୍ୟନ୍ତ ହୋଇଥାଏ ହାତୀ ଘଉଡାଇବା ଅପରେସନ୍‌। ହାତୀମାନେ ଯେପରି ଚାଷ ଜମିକୁ ନଆସିପାରିବେ ସେଥିପାଇଁ ବନବିଭାଗ ଜଙ୍ଗଲ ପାର୍ଶ୍ୱରେ ଟ୍ରେଞ୍ଚ ଖୋଳିବା ସହିତ ସୋଲାର ଫେନ୍ସିଂ କରାଯାଇଥାଏ। ହେଲେ ରକ୍ଷଣା ବେକ୍ଷଣା ଅଭାବରୁ କେଉଁଠି ଟ୍ରେଞ୍ଚ୍ ପୋତି ଯାଇଛି ତ ଆଉ କେଉଁଠି ସୋଲାର ଫେନ୍ସିଂ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story