ଫେବୃୟାରୀ ସୁଦ୍ଧା ଝାରସୁଗୁଡ଼ା ବିମାନ ବନ୍ଦରରୁ ଆରମ୍ଭ ହେବ ଉଡ଼ାଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଫେବୃୟାରୀ ପ୍ରଥମ ସପ୍ତାହ ସୁଦ୍ଧା ଝାରସୁଗୁଡ଼ା ବିମାନ ବନ୍ଦରରୁ ଆରମ୍ଭ ହେବ ବିମାନ ଉଡ଼ାଣ। ସଚିବାଳୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଠାରୁ ବିମାନ ଉଡ଼ାଣ ଆରମ୍ଭ ହେବା ପରେ ଏହା ଓଡ଼ିଶାର ଦ୍ୱିତୀୟ ସିଡ୍ୟୁଲ ବିମାନ ବନ୍ଦର ଭାବେ କାର୍ଯ୍ୟକାରୀ ହେବ। ସେହିଭଳି ରାଉରକେଲା ବିମାନ ବନ୍ଦରର ଭିତ୍ତିଭୂମି ପ୍ରସ୍ତୁତ ହୋଇ ରହିଛି। ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଜୟପୁର ଓ ଉତ୍କେଲାରୁ ବିମାନ ଉଡ଼ାଣ ପାଇଁ […]

jharsuguda

jharsuguda

Rakesh Mallick
  • Published: Wednesday, 27 December 2017
  • Updated: 28 December 2017, 08:15 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଫେବୃୟାରୀ ପ୍ରଥମ ସପ୍ତାହ ସୁଦ୍ଧା ଝାରସୁଗୁଡ଼ା ବିମାନ ବନ୍ଦରରୁ ଆରମ୍ଭ ହେବ ବିମାନ ଉଡ଼ାଣ। ସଚିବାଳୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଠାରୁ ବିମାନ ଉଡ଼ାଣ ଆରମ୍ଭ ହେବା ପରେ ଏହା ଓଡ଼ିଶାର ଦ୍ୱିତୀୟ ସିଡ୍ୟୁଲ ବିମାନ ବନ୍ଦର ଭାବେ କାର୍ଯ୍ୟକାରୀ ହେବ।

ସେହିଭଳି ରାଉରକେଲା ବିମାନ ବନ୍ଦରର ଭିତ୍ତିଭୂମି ପ୍ରସ୍ତୁତ ହୋଇ ରହିଛି। ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଜୟପୁର ଓ ଉତ୍କେଲାରୁ ବିମାନ ଉଡ଼ାଣ ପାଇଁ ସମସ୍ତ ପ୍ରକାର କ୍ଷେତ୍ର ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ବୈଠକରେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଡ଼ାନ୍ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ବିମାନବନ୍ଦରରୁ ବିମାନ ଉଡ଼ାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ୩ଟି ସହରକୁ ଉଡ଼ାନ ଯୋଜନାରେ ସାମିଲ ପାଇଁ ଯୋଜନା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story