‘ସଂସ୍କାର ଓ ମୂଲ୍ୟବୋଧଠାରୁ ଦୂରେଇ ଯାଉଛି ଶିକ୍ଷା’

ପାରାଦୀପ: (ଓଡ଼ିଶା ରିପୋର୍ଟର): ସଂସ୍କାର ଓ ମୂଲ୍ୟବୋଧଠାରୁ ଦୂରେଇ ଯାଉଛି ଶିକ୍ଷା। ଶିକ୍ଷା ବ୍ୟବସ୍ଥାରେ ସୁଧାର ନ ଆସିଲେ ସୁସ୍ଥ ସମାଜ ଗଠନ ହୋଇପାରିବ ନାହିଁ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଝିମାଣୀରେ ଥିବା ଜନତା ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ପଦ୍ମଶ୍ରୀ ତଳସୀ ମୁଣ୍ଡା। ଉତ୍ସବରେ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଅଭିଭାବକ ଓ ପିଲାମାନେ […]

2

2

Rakesh Mallick
  • Published: Monday, 30 April 2018
  • Updated: 30 April 2018, 11:40 PM IST

Sports

Latest News

ପାରାଦୀପ: (ଓଡ଼ିଶା ରିପୋର୍ଟର): ସଂସ୍କାର ଓ ମୂଲ୍ୟବୋଧଠାରୁ ଦୂରେଇ ଯାଉଛି ଶିକ୍ଷା। ଶିକ୍ଷା ବ୍ୟବସ୍ଥାରେ ସୁଧାର ନ ଆସିଲେ ସୁସ୍ଥ ସମାଜ ଗଠନ ହୋଇପାରିବ ନାହିଁ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଝିମାଣୀରେ ଥିବା ଜନତା ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ପଦ୍ମଶ୍ରୀ ତଳସୀ ମୁଣ୍ଡା। ଉତ୍ସବରେ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଅଭିଭାବକ ଓ ପିଲାମାନେ ଦରମା ବଦଳରେ ପ୍ୟାକେଜ୍‌ ପଛରେ ଗୋଡ଼ାଣିଆ ଗମ୍ଭୀର ବିଷୟ ବୋଲି ସେ କହିଥିଲେ।

ଉଦ୍‌ଯାପନୀ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲେ ହାସ୍ୟକବି ସତ୍ୟାନାଶ, ଗ୍ରେଟ୍‌ ଓଡ଼ିଶା ପଲିଟିକାଲ ସର୍କସ ଅଭିନେତା ବିଭୂ ପ୍ରସାଦ ମିଶ୍ର ଓ ଅଜୟ କୁମାର ନାୟକ। ପୁରାତନ ଛାତ୍ରଙ୍କ ଦ୍ୱାରା ଏକ ରକ୍ତଦାନ ଶିବିର ଓ ସଂଧ୍ୟାରେ ନାଟକ “ଏମିତି ଭୁଲ‌ ହେବ ନାହିଁ’ ମଞ୍ଚସ୍ଥ ହୋଇଥିଲା।

1ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁରର ପୂର୍ବତନ ସାଂସଦ ତଥା ପ୍ରାକ୍ତନ ଛାତ୍ର ବିଭୂପ୍ରସାଦ ତରାଇ, ଜଗତସିଂହପୁର ଶିକ୍ଷା ଜିଲ୍ଲାର ବିଜ୍ଞାନ ପରିଦର୍ଶକ ସୁବାସ ରାଉତ, ପାରାଦୀପ ପୋର୍ଟ ଟ୍ରଷ୍ଟର ଅର୍ଥ ବିଭାଗ ମୁଖ୍ୟ ସୁରେନ୍ଦ୍ର ସାହୁ, ପିପିଏଲ‌ ମାନବ ସମ୍ୱଳ ଅଧିକାରୀ ଜଗନ୍ନାଥ ଖୁଣ୍ଟିଆ ପ୍ରମୁଖ ଯୋଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପୁରାତନ ଛାତ୍ର ସଂସଦ ସଂପାଦକ ତପନ ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ପୀତାମ୍ୱର ତରାଇ ଅତିଥି ପରିଚୟ ଦେଥିଲେ।

ପାରାଦୀପ ବିଧାୟକ ଦାମୋଦର ରାଉତ ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ସାଂସଦ କୁଳମଣି ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ପୁରାତନ ଛାତ୍ର ସଂସଦ ସଭାପତି ପ୍ରଭାସ ରଂଜନ ପାଣି ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ପାରାଦୀପ କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର ମିଶ୍ର ଯୋଗଦେଇଥିଲେ। ଏହି ଅବସରରେ ସ୍କୁଲର ମାଗାଜିନ୍‌ ‘ପୁନର୍ନବା’ ଉନ୍ମୋଚିତ ହୋଇଥିଲା। ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ସ୍ୱର୍ଗତ ସତ୍ୟାନନ୍ଦ ପଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବା ସହ ତାଙ୍କ ସ୍ମୃତିରେ ବିଦ୍ୟାଳୟର କୃତୀ ଛାତଛାତ୍ରୀଙ୍କୁ ସ୍କଲାରସିପ୍‌ ପ୍ରଦାନ ବାବାଦକୁ ଏକ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା।

ଦ୍ୱିତୀୟ ଦିବସରେ ବିପିୟୁଟି କୁଳପତି ଓମକାର ନାଥ ମହାନ୍ତି, ରେଭେନ୍ସା ବିଶ୍ୱବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ପ୍ରଫେସର ନଟବର ଶତପଥୀ, ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ ଆର‌. ପ୍ରକାଶ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ସ୍କୁଲର ୫୦ ବର୍ଷର ମାଟ୍ରିକ୍‌ ଟପ୍ପର ଓ ସ୍କୁଲ୍‌ ପାଇଁ ଗୌରବ ଆଣିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହାସହ ସ୍କୁଲର ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ଅଦୈତ ଚରଣ ସ୍ୱାଇଁଙ୍କ ସମେତ ପୁରାତନ ଶିକ୍ଷକମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ପ୍ରାକ୍ତନ ପ୍ରଧାନଶିକ୍ଷକ ମାୟାଧର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉତ୍ସବର ବିଭିନ୍ନ ଦିବସରେ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story