ଜି. ଉଦୟଗିରି: କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଜି. ଉଦୟଗିରି: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କାଲୁମାହା ଗାଁର ଏକ କୂଅରୁ ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୁନୟନା ନାୟକ। ସେ ରାଇକିଆ ଜୀବନଜ୍ୟୋତି କଲେଜରେ  ପଢୁଥିଲେ। ଗତ ୩ ଦିନ ଧରି ସେ ନିଖୋଜ ଥିଲେ।