ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ମାନସ ସାହୁଙ୍କ ବାଲୁକାକଳା

ପୁରୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୁରୀ ଲାଇଟ ହାଉସ ବେଳାଭୂମିରେ ସ୍ୟାଣ୍ଡ ଆନିମେଟର ମାନସ ସାହୁ ତାଙ୍କ ବାଲୁକାକଳା ମାଧ୍ୟମରେ  ସନ୍ଦେଶ ଦେଇଛନ୍ତି। ଯୋଗ ଦ୍ୱାରା ଉଭୟ ଶରୀର ଓ ମନ ସୁସ୍ଥ ରହିଥାଏ। ବିଶ୍ୱବାସୀଙ୍କ ଯୋଗ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଏହି ବାର୍ତ୍ତା ଦେଇଛନ୍ତି। ମାନସ ତାଙ୍କ ବାଲୁକା କଳାରେ ପ୍ରକୃତିର ସବୁଜିମା ସହ ଯୋଗଶିକ୍ଷା କରୁଥିବା ବ୍ୟକ୍ତିଙ୍କୁ ତୁଳନା କରିଛନ୍ତି ।୧୨ଫୁଟ ଉଚ୍ଚତାର ବାଲୁକା ମୂର୍ତ୍ତିରେ  ଜଣେ ମହିଳା  ଯୋଗ କରିବା ଦୃଶ୍ୟ ରହିଛି।

ଆହୁରି ପଢ଼ନ୍ତୁ

ଦିନେ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଥିଲେ, ଆଜି ଦେଶ ଚଳାଇବେ

ଅମାନିଆଙ୍କ ପାଇଁ ଜାରି ହେଲା ହ୍ୱାଟ୍ସଆପ୍‌ ନମ୍ୱର

ଟେଲର ଦୋକାନରୁ ଘରେ ଚଳେ, ମୋ ପୁଅ ଆଇଏଏସ ପାଇଛି

କୋଭିଡ୍‌ ଯୋଦ୍ଧାଙ୍କ ସମ୍ମାନାର୍ଥେ କାଲି ସନ୍ଧ୍ୟାରେ ନୀରବ ପ୍ରାର୍ଥନା

ଆଜି ଓଡ଼ିଶାରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା

କେମିତି ଚାହା ପିଇବେ ଆସିଲା ଗାଇଡ୍‌ଲାଇନ୍‌

୭ ଜିଲ୍ଲାରେ ପ୍ରବଳ ବର୍ଷିବ, ଜିଲ୍ଲାପାଳଙ୍କ ସତର୍କ କଲେ ଏସ୍‌ଆର୍‌ସି

ଭୁବନେଶ୍ୱରରୁ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୫୧ ଲୋକାଲ୍‌ କେସ୍‌

ସଞ୍ଜିତାଙ୍କୁ ଇଣ୍ଟର୍ଭ୍ୟୁରେ କଣ ପ୍ରଶ୍ନ ପଚରା ଯାଇଥିଲା?

ଚାକିରି ପାଇଁ ବିଜ୍ଞପ୍ତି ଦେଲେ ବିଜେଡି ସାଂସଦ, କିନ୍ତୁ ଭରସା ଦେଇ ପାରୁ ନାହାନ୍ତି

ବଡ଼ବଡ଼ିଆଙ୍କ ବିଳାସ: ନିର୍ଦ୍ଦିଷ୍ଟ ନୀତି ନାହିଁ, ରାଜକୋଷରୁ ମନଇଚ୍ଛା ଖର୍ଚ୍ଚ