ଜୟପୁର: ବାଇକ୍‌ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ଅନ୍ତର୍ଗତ ରାଣିଗୁଡ଼ାର ବରିପୁରଠାରେ ଆଜି ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମନୋଜ କୁମାର ଖୋରା। ତାଙ୍କ ଘର ଜୟପୁରରେ। ମୃତ ମନୋଜଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ।

ମନୋଜ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ରାସ୍ତାକାମ ଚାଲିଥିବାରୁ ମନୋଜ ଭାରସାମ୍ୟ ହରାଇ ପଡ଼ି ଯାଇଥିଲେ ବୋଲି ଜଣାପଡ଼ିଛି। ତେବେ ବିସିଂହପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ

‘ଛେଣ୍ଡିପଦା ରାଣୀ’ ପାଇଁ ବିବାଦରେ ହ୍ୟୁମାନ ସାଗର

ଜିଲ୍ଲା ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା

ବିବାଦରେ ବିଏମସି କମିଶନର: ବର୍ଷିଲେ ବିଜୟ , ଥାନାରେ ବି ମାମଲା

କଟକ ସହର ପାଇଁ ଆଉ ୨ ଦିନ ବଢ଼ିଲା ଶଟ୍‌ଡାଉନ୍ ଅବଧି

ରାଜ୍ୟ କର୍ମଚାରୀଙ୍କୁ ବାହାରେ ମୁହଁ ଖୋଲିବା ମନା

ନୀତୀନଙ୍କୁ କରୋନା, ନୀଳାଞ୍ଚଳଙ୍କୁ ଉଠାଇ ନେଲା କୋଭିଡ୍‌ ଆମ୍ୱୁଲାନ୍ସ

ସୁପ୍ରିମକୋର୍ଟଙ୍କ ରାୟ ପରେ ରଥଯାତ୍ରା ସମ୍ଭବ ହେଲା: ଗଜପତି

ମନ୍ତ୍ରୀମହଲରେ ଟେନସନ୍, ପାୱାର କରିଡରରେ ବଢୁଛି ହାର୍ଟବିଟ୍

୨ବର୍ଷ ଯାଏଁ ଆର୍ଥିକ ଇମର୍ଜେନ୍ସୀ: ନିଯୁକ୍ତି, ଯୋଜନା ଓ ପ୍ରକଳ୍ପ ସବୁ ଠପ୍‌

ବିଏମସିର ନିଷ୍ପତ୍ତି ଅଗଣତାନ୍ତ୍ରିକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ୯ଟି ବିରୋଧୀ ଦଳର ନେତା

ଓଏଏସ ଅଫିସରସ୍ତରରେ ଅଦଳବଦଳ; କାହାକୁ କଣ ମିଳିଲା ପଢ଼ନ୍ତୁ

‘ମୋ ସରକାର’ରେ ସାମିଲ ହେବ କୋଭିଡ୍ ପରିଚାଳନା