'ଫୋନି' : କ’ଣ କହୁଛନ୍ତି ଆମେରିକାର ପାଣିପାଗ ବିଶେଷଜ୍ଞ

ୱାଶିଂଟନ୍‌: ଅତି ଭୟଙ୍କର ସାମୁଦ୍ରିକ ଝଡ଼ ‘ଫୋନି’କୁ ନେଇ ଆମେରିକାର ଜଏଣ୍ଟ ଟାଇଫୁନ୍‌ ୱାର୍ଣ୍ଣିଂ ସେଣ୍ଟର ତା’ର ପୂର୍ବାନୁମାନ କରିଛି। ଏହି ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ, ‘ଫୋନି’ ପୁରୀ ରେ ସବୁଠାରୁ ଅଧିକ କ୍ଷତି ଘଟାଇବ। ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ଫୋନି ଅତି ଭୟଙ୍କର ରୂପ ଧାରଣ କରି ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଦେଇ ଗତି କରିବ। ଏହାପରେ ଏହା ଦିଗ ବଦଳାଇ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଓଡ଼ିଶା ମୁହାଁ ହେବ। […]

sw

sw

Hemant Lenka
  • Published: Tuesday, 30 April 2019
  • Updated: 30 April 2019, 08:44 PM IST

Sports

Latest News

ୱାଶିଂଟନ୍‌: ଅତି ଭୟଙ୍କର ସାମୁଦ୍ରିକ ଝଡ଼ 'ଫୋନି'କୁ ନେଇ ଆମେରିକାର ଜଏଣ୍ଟ ଟାଇଫୁନ୍‌ ୱାର୍ଣ୍ଣିଂ ସେଣ୍ଟର ତା’ର ପୂର୍ବାନୁମାନ କରିଛି। ଏହି ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ, 'ଫୋନି' ପୁରୀ ରେ ସବୁଠାରୁ ଅଧିକ କ୍ଷତି ଘଟାଇବ।

ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ଫୋନି ଅତି ଭୟଙ୍କର ରୂପ ଧାରଣ କରି ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଦେଇ ଗତି କରିବ। ଏହାପରେ ଏହା ଦିଗ ବଦଳାଇ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଓଡ଼ିଶା ମୁହାଁ ହେବ। ଏହା ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଗୋପାଳପୁର ଓ ପୁରୀ ଉପକୂଳ ଅତିକ୍ରମ କରି ଦକ୍ଷିଣ ଦିଗରେ ଗତି କରିବ। ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ସେହିପରି ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୨୧୨ କିମି ରହିବ। ବେଳେ ବେଳେ ପବନର ଗତି ୨୬୦ କିମି ମଧ୍ୟ ଛୁଇଁପାରେ। ତେଣୁ ଏହାଦ୍ୱାରା ବ୍ୟାପକ କ୍ଷତି ହେବାର ଆଶଙ୍କା ରହିଛି। କିନ୍ତୁ ଏହା ସୁପର ସାଇକ୍ଲୋନରେ ପରିଣତ ହେବା ଆଗରୁ ଦୁର୍ବଳ ହୋଇଯିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story