୩ଦିନ ପରେ ଯୁକ୍ତଦୁଇ ପରୀକ୍ଷା, ଆସନ୍ତାକାଲି ୪୮୮ବର୍ଗ ଅଧ୍ୟାପକଙ୍କ ସମାବେଶକୁ ନେଇ ଚିନ୍ତା

ଭୁବନେଶ୍ୱର: ଯୁକ୍ତଦୁଇ ପରୀକ୍ଷାକୁ ଆଉ ମାତ୍ର ତିନିଦିନ। ଏଥିପାଇଁ ସରକାର ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ପରୀକ୍ଷାରେ ଯେପରି କୌଣସି ତ୍ରୁଟି ନ ହେବ ସେଥିପ୍ରତି ଯତ୍ନଶୀଳ ରହିଛନ୍ତି ସରକାର ଓ ପରିଷଦ। ମାତ୍ର ଅଧ୍ୟାପକଙ୍କ ଆନ୍ଦୋଳନ ଏଥିରେ ବାଧା ଉପୁଜେଇବା ଆଶଙ୍କା ରହିଛି। ଏହାକୁ ପ୍ରତିହତ କରିବା ଓ ପରୀକ୍ଷାକୁ ପରିଚାଳନା କରିବାକୁ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବାକୁ ସରକାରଙ୍କ ପକ୍ଷରୁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚଶିକ୍ଷା ସଚିବ କଣ୍ଟିଜେନ୍ସୀ […]

+2

+2

Rakesh Mallick
  • Published: Sunday, 28 February 2016
  • Updated: 29 February 2016, 02:09 AM IST

Sports

Latest News

ଭୁବନେଶ୍ୱର: ଯୁକ୍ତଦୁଇ ପରୀକ୍ଷାକୁ ଆଉ ମାତ୍ର ତିନିଦିନ। ଏଥିପାଇଁ ସରକାର ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ପରୀକ୍ଷାରେ ଯେପରି କୌଣସି ତ୍ରୁଟି ନ ହେବ ସେଥିପ୍ରତି ଯତ୍ନଶୀଳ ରହିଛନ୍ତି ସରକାର ଓ ପରିଷଦ। ମାତ୍ର ଅଧ୍ୟାପକଙ୍କ ଆନ୍ଦୋଳନ ଏଥିରେ ବାଧା ଉପୁଜେଇବା ଆଶଙ୍କା ରହିଛି। ଏହାକୁ ପ୍ରତିହତ କରିବା ଓ ପରୀକ୍ଷାକୁ ପରିଚାଳନା କରିବାକୁ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବାକୁ ସରକାରଙ୍କ ପକ୍ଷରୁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚଶିକ୍ଷା ସଚିବ କଣ୍ଟିଜେନ୍ସୀ ପ୍ଲାନ ପ୍ରସ୍ତୁତ କରିବାକୁ ସବୁ ଜିଲ୍ଲପାଳଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଖାସ କରି ପ୍ରଶ୍ନପତ୍ରକୁ ସୁରକ୍ଷିତ ଭାବେ ରଖିବା ନେଇ ଅତିରିକ୍ତ ତହସିଲଦାର ଓ ଅତିରିକ୍ତ ବିଡିଓ ପାହ୍ୟାର ଅଧିକାରୀଙ୍କୁ ହବ୍‌ର ଦାୟିତ୍ୱ ଦେବାକୁ କୁହାଯାଇଛି। ସେହିପରି ପରୀକ୍ଷା ପରିଚାଳନା ନେଇ ସରକାରୀ ଅଧିକାରୀମାନଙ୍କୁ ସେଣ୍ଟର ସୁପରିଟେଣ୍ଡେଣ୍ଟ, ଇନଭିଜିଲେଟର ଓ ରିଲିଭର ନିଯୁକ୍ତି ଦେବାକୁ କୁହାଯାଇଛି ବୋଲି ଉଚ୍ଚମଧ୍ୟମିକ ଶିକ୍ଷା ପରିଷଦର କଣ୍ଟ୍ରୋଲର ବିରଞ୍ଚି ନାରାୟଣ ମିଶ୍ର କହିଛନ୍ତି।

୪୮୮ ବର୍ଗ ଅଧ୍ୟାପକ ସଂଘର ସଭାପତି ପବିତ୍ର ମାହାଲା କହଛନ୍ତି ଯେ, ଆସନ୍ତାକାଲି ଅଧ୍ୟାପକଙ୍କ ପକ୍ଷରୁ ଲୋୟର ପିଏମଜିରେ ମହାସମାବେଶ କରାଯିବ। ଏହାସହ ତିନିଦିନ ପରେ ହେବାକୁ ଥିବା ଯୁକ୍ତଦୁଇ ପରୀକ୍ଷାରେ ମଧ୍ୟ ଅସହଯୋଗ କରାଯିବ। ଅନ୍ୟପକ୍ଷରେ ପରୀକ୍ଷାରେ ସହଯୋଗ ନ କଲେ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ରଖିବା ପାଇଁ ରାଜ୍ୟର ୨୦୩ଟି ପରୀକ୍ଷା ପରିଚାଳନା ହବ୍‌ କରାଯାଇଛି। ଏଠାରେ ସିସିଟିଭି ସହ ୨୪ ଘଣ୍ଟିଆ ପୋଲିସ ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ରାଜ୍ୟରେ ୩ ଲକ୍ଷ ୭୩ ହଜାର ଛାତ୍ରଛାତ୍ରୀ ରାଜ୍ୟର ୧ହଜାର ୯୮ଟି କେନ୍ଦ୍ରରେ ପରୀକ୍ଷା ଦେବେ। ପରୀକ୍ଷା ଦିନ ସକାଳୁ ପୋଲିସ ସହାୟତାରେ ଅବଜର୍ଭରମାନେ ପ୍ରଶ୍ନପତ୍ର ସାଙ୍ଗରେ ନେଇ କେନ୍ଦ୍ରରେ ପହଞ୍ଚିବେ। ପ୍ରଶାସନିକ ପ୍ରତିନିଧି ଓ ଅବଜର୍ଭରଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story