ଜୁନାଗଡ଼ ଏସ୍‌ବିଆଇ ଶାଖାରେ ଅଗ୍ନିକାଣ୍ଡ; ଜଳିଗଲା ୨୦ଟି କମ୍ପ୍ୟୁଟର

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଏସ୍‌ବିଆଇ ଶାଖାରେ ଆଜି ସକାଳ ୬ଟା ସମୟରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୨୦ଟି କମ୍ପ୍ୟୁଟର ଓ ୧୦ଟି ଏସି ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର  ପୋଡ଼ି ନଷ୍ଟ ହୋଇଯାଇଛି। ସର୍ଟସର୍କିଟିରୁ ନିଆଁ ଲାଗିଥିବା ଆଶଙ୍କା କରଯାଉଛି। ଜୁନାଗଡ଼ ଦମକଳ ବାହିନୀ  ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

fair

fair

Rakesh Mallick
  • Published: Friday, 24 June 2016
  • Updated: 24 June 2016, 09:42 AM IST

Sports

Latest News

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଏସ୍‌ବିଆଇ ଶାଖାରେ ଆଜି ସକାଳ ୬ଟା ସମୟରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୨୦ଟି କମ୍ପ୍ୟୁଟର ଓ ୧୦ଟି ଏସି ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର  ପୋଡ଼ି ନଷ୍ଟ ହୋଇଯାଇଛି। ସର୍ଟସର୍କିଟିରୁ ନିଆଁ ଲାଗିଥିବା ଆଶଙ୍କା କରଯାଉଛି।

ଜୁନାଗଡ଼ ଦମକଳ ବାହିନୀ  ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos