କାଟ୍‌ଜୁଙ୍କ ମନ୍ତବ୍ୟ ପ୍ରତିବାଦରେ ଜଗନ୍ନାଥ ସେନାର ବିକ୍ଷୋଭ

ପୁରୀ: ପ୍ରେସ୍ କାଉନସିଲ୍‌ ଅଫ୍‌ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଜଷ୍ଟିସ୍‌ ମାର୍କଣ୍ଡେୟ କାଟ୍‌ଜୁଙ୍କ ମନ୍ତବ୍ୟକୁ ପ୍ରତିବାଦ କରି ଆଜି ଶ୍ରୀମନ୍ଦିର ସମ୍ମୁଖରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଡ଼ିଆଙ୍କ ପ୍ରତି କାଟ୍‌ଜୁ ଦେଇଥିବା ମନ୍ତବ୍ୟକୁ ନିନ୍ଦା କରାଯାଇଛି। ଏହାସହ ଜଗନ୍ନାଥ ସେନାର ସଭ୍ୟମାନେ କାଟଜୁଙ୍କ ପୋଷ୍ଟରରେ କାଳି ବୋଳିବା ସହ ଫଟୋ ପୋଡ଼ିଛନ୍ତି

ଆହୁରି ପଢ଼ନ୍ତୁ

‘ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସଂକ୍ରମିତ ହାର ଅଧିକ’

କୁକୁର ସାମ୍ନାକୁ ଚାଲି ଆସିବାରୁ ଗଛରେ ପିଟି ହେଲା ବୋଲେରୋ!

ଭୁବନେଶ୍ୱରରୁ ୧୬୬ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୬୮ ଲୋକାଲ୍‌ କେସ୍‌

ଲୋକଙ୍କୁ ଡରାଉଛି ଘଡ଼ିଆଲ କୁମ୍ଭୀର

କ୍ରାନ୍ତି ଦିବସରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ୱର୍ଦ୍ଧନା

ଗନ୍ଧମାର୍ଦ୍ଦନ ପାହାଡ଼ରେ ନକ୍ସଲ-ଏସ୍‌ଓଜି ମୁହାଁମୁହିଁ

ପଲିଥିନ୍‌ ତଳେ କଟୁଛି ଜୀବନ

‘ଚେନ୍ନାଇର ଚଷମା ଦୋକାନରୁ ପିପିଇ କିଟ୍‌ କିଣି ଦୁର୍ନୀତିର ମଞ୍ଜି ପୋତିଛନ୍ତି’

‘କାଳିଆ’ ଟଙ୍କା ଫେରସ୍ତ ନିଷ୍ପତ୍ତି ସ୍ଥଗିତ

ନୂଆଁଖାଇ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ସୁରେଶ ପୂଜାରୀ

ପାରଳାଖେମୁଣ୍ଡି ଜେଲ୍ ଅଧୀକ୍ଷକଙ୍କୁ କରୋନା

ରାଜ୍ୟର ୨୫ଟି ଜିଲ୍ଲାରୁ କରୋନାରେ ଗଲାଣି ୨୭୨ ଜୀବନ: ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ