କଳାହାଣ୍ଡି ଜିଲ୍ଲା ସଭାପତି ଚୟନ କଂଗ୍ରେସର ସାଂଗଠନିକ ନିଷ୍ପତ୍ତି ହୋଇ ନ ପାରେ: ଭକ୍ତ ଦାସ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ନିଯୁକ୍ତି ନେଇ ରାଜ୍ୟ ନେତୃତ୍ୱ ଉପରେ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ସହ ଆଲୋଚନା କରା ନ ଯାଇ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏହା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। କଳାହାଣ୍ଡିରେ ସଂଗଠନକୁ ଦୁର୍ବଳ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଭକ୍ତ କହିଛନ୍ତି। କିଛିଦିନ ତଳେ ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସଙ୍କୁ କଳାହାଣ୍ଡି ଜିଲ୍ଲା ସଭାପତି […]

Bhakta-Charan-Das-MP

Bhakta-Charan-Das-MP

Rakesh Mallick
  • Published: Sunday, 13 December 2015
  • Updated: 13 December 2015, 03:58 PM IST

Sports

Latest News

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ନିଯୁକ୍ତି ନେଇ ରାଜ୍ୟ ନେତୃତ୍ୱ ଉପରେ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ସହ ଆଲୋଚନା କରା ନ ଯାଇ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏହା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

କଳାହାଣ୍ଡିରେ ସଂଗଠନକୁ ଦୁର୍ବଳ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଭକ୍ତ କହିଛନ୍ତି। କିଛିଦିନ ତଳେ ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସଙ୍କୁ କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ପ୍ରଦେଶ କଂଗ୍ରେସ କମିଟି ନିଯୁକ୍ତି ଦେଇଛି। ତାଙ୍କ ବିନା ପରାମର୍ଶରେ ନିଆଯାଇଥିବା ଏହି ନିଷ୍ପତ୍ତିକୁ ନେଇ ପିସିସି ସଭାପତିଙ୍କୁ ଟାର୍ଗେଟ୍ କରିଛନ୍ତି ଭକ୍ତ। ତେବେ ଏ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story