ରାସ୍ତାରେ ବିସ୍ଫୋରଣ;ବର୍ତ୍ତି ଗଲା ବରଯାତ୍ରୀ ଗାଡ଼ି,ସନ୍ଦେହରେ ମାଓବାଦୀ

ଭବାନୀପାଟଣା: ଗତକାଲି ରାତିରେ କଳାହାଣ୍ଡି ଜିଲ୍ଲା ଯୁଗସାଏପାଟଣାରେ ରାସ୍ତା ଉପରେ ଏକ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ରାସ୍ତାରେ ତିନି ଚାରି ଫୁଟ ଗଭୀରର ଏକ ଗାତ ସୃଷ୍ଟି ହୋଇଛି। ଏକ ବରଯାତ୍ରୀ ଗାଡ଼ି ସେହି ବାଟ ଦେଇ ଅତିକ୍ରମ କରିବା ପରେ ଏହି ବିସ୍ଫୋରଣ ଘଟିଥିଲା। ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ଲଗାଇ ଏହି ବିସ୍ଫୋରଣ କରିଥିବା କୁହାଯାଉଛି। ପୋଲିସ୍ ଘଟଣାର ଛାନ୍‌ଭିନ୍ କରୁଛି।

landmine-explosion

landmine-explosion

Rakesh Mallick
  • Published: Friday, 03 March 2017
  • Updated: 03 March 2017, 11:07 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story