ରୋଗୀ ମୃତ୍ୟୁକୁ କେନ୍ଦ୍ର କରି ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁକୁ କେନ୍ଦ୍ର କରି ଆଜି ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୃତଦେହକୁ ଡାକ୍ତରଖାନା ଗେଟ୍‌ ସମ୍ମୁଖରେ ରଖି ତାଙ୍କ ସମ୍ପକୀୟମାନେ ଧାରଣା ଦେଇଛନ୍ତି। ମୃତ ବ୍ୟକ୍ତି ହେଲେ କେଲୋ ଗାଁର ରାଧାମୋହନ ପଟେଲ। ଗତକାଲି ରାତିରେ ରାଧାମୋହନଙ୍କର ଜ୍ୱର ସହ ପେଟ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଠିକ୍‌ ସମୟରେ ତାଙ୍କୁ […]

death

death

Rakesh Mallick
  • Published: Tuesday, 20 September 2016
  • Updated: 20 September 2016, 12:20 PM IST

Sports

Latest News

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁକୁ କେନ୍ଦ୍ର କରି ଆଜି ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୃତଦେହକୁ ଡାକ୍ତରଖାନା ଗେଟ୍‌ ସମ୍ମୁଖରେ ରଖି ତାଙ୍କ ସମ୍ପକୀୟମାନେ ଧାରଣା ଦେଇଛନ୍ତି। ମୃତ ବ୍ୟକ୍ତି ହେଲେ କେଲୋ ଗାଁର ରାଧାମୋହନ ପଟେଲ।

ଗତକାଲି ରାତିରେ ରାଧାମୋହନଙ୍କର ଜ୍ୱର ସହ ପେଟ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଠିକ୍‌ ସମୟରେ ତାଙ୍କୁ ଚିକିତ୍ସା  କରାଯାଇ ନ ଥିବାରୁ  ରାଧାମୋହନର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ମୃତଦେହକୁ ଡାକ୍ତର ଚମ୍ପକ ମେହେର ଭବାନୀପାଟଣା ସ୍ଥାନାନ୍ତର କରିବାକୁ ଉଦ୍ୟମ କରୁଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos