କଳାହାଣ୍ଡି: ମୃତ ଚାଷୀଙ୍କ ପରିବାର ବର୍ଗଙ୍କୁ ଭେଟିଲା ଜିଲ୍ଲା ପ୍ରଶାସନ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଧଅଁରପୁର ଗ୍ରାମର ଚାଷୀ ବୀର ମାଝି ଆତ୍ମହତ୍ୟା ଅଭିଯୋଗ ଘଟଣାରେ  ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟିଛନ୍ତି । ଅତିରିକ୍ତ ଜିଲ୍ଲାପାଳ, ଧର୍ମଗଡ଼ ଉପ ଜିଲ୍ଲାପାଳ ଓ ତହସିଲଦାର ମୃତ ଚାଷୀଙ୍କ ପତ୍ନୀ ସୁରେଖାକୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏଥିସହ ୧୫ଦିନ ମଧ୍ୟରେ ସୁରେଖାଙ୍କୁ ବିଧବାଭତ୍ତା ଓ ଗୃହ ଯୋଗାଇ ଦେବା ପାଇଁ ଉପ ଜିଲ୍ଲାପାଳ […]

kala

kala

Rakesh Mallick
  • Published: Tuesday, 20 October 2015
  • Updated: 20 October 2015, 03:14 AM IST

Sports

Latest News

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଧଅଁରପୁର ଗ୍ରାମର ଚାଷୀ ବୀର ମାଝି ଆତ୍ମହତ୍ୟା ଅଭିଯୋଗ ଘଟଣାରେ  ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟିଛନ୍ତି । ଅତିରିକ୍ତ ଜିଲ୍ଲାପାଳ, ଧର୍ମଗଡ଼ ଉପ ଜିଲ୍ଲାପାଳ ଓ ତହସିଲଦାର ମୃତ ଚାଷୀଙ୍କ ପତ୍ନୀ ସୁରେଖାକୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏଥିସହ ୧୫ଦିନ ମଧ୍ୟରେ ସୁରେଖାଙ୍କୁ ବିଧବାଭତ୍ତା ଓ ଗୃହ ଯୋଗାଇ ଦେବା ପାଇଁ ଉପ ଜିଲ୍ଲାପାଳ ଓ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି। ମୃତ ବୀରଙ୍କ ପୁଅକୁ ଚାକିରି ଯୋଗାଇ ଦେବା ପାଇଁ ପରିବାର ଓ କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos