ନିର୍ବାଚନ ବର୍ଜନ ପାଇଁ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର

ଭବାନୀପାଟଣା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ବର୍ଜନ ପାଇଁ ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ଧମକ ଦେଇଛନ୍ତି। ଏହି ପୋଷ୍ଟର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଞ୍ଜିଗଡ଼ ଥାନା ତ୍ରିଲୋଚନପୁର ପଞ୍ଚାୟତର ବିଭିନ୍ନ ସ୍ଥାନରେ ଲାଗିଛି। ପୋଷ୍ଟର ଦେଖି ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ପୋଷ୍ଟରରେ ଲେଖାଯାଇଛି,“ମେମ୍ୱରଠାରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ସମସ୍ତେ ଦଲାଲ। ଆମେ ଭୋଟ ଦେଇ କାହାକୁ ବାଛିବା। ତେଣୁ ଭୋଟ ଦେବା ନାହିଁ କି ଚୋର, ଡାକୁ ଓ ଦଲାଲଙ୍କୁ ବାଛିବା ନାହିଁ।” ନେତା ହେବା ପାଇଁ ମିଠାମିଠା […]

naxal poster

naxal poster

Rakesh Mallick
  • Published: Sunday, 05 February 2017
  • Updated: 05 February 2017, 04:02 PM IST

Sports

Latest News

ଭବାନୀପାଟଣା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ବର୍ଜନ ପାଇଁ ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ଧମକ ଦେଇଛନ୍ତି। ଏହି ପୋଷ୍ଟର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଞ୍ଜିଗଡ଼ ଥାନା ତ୍ରିଲୋଚନପୁର ପଞ୍ଚାୟତର ବିଭିନ୍ନ ସ୍ଥାନରେ ଲାଗିଛି। ପୋଷ୍ଟର ଦେଖି ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି।

ପୋଷ୍ଟରରେ ଲେଖାଯାଇଛି,“ମେମ୍ୱରଠାରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ସମସ୍ତେ ଦଲାଲ। ଆମେ ଭୋଟ ଦେଇ କାହାକୁ ବାଛିବା। ତେଣୁ ଭୋଟ ଦେବା ନାହିଁ କି ଚୋର, ଡାକୁ ଓ ଦଲାଲଙ୍କୁ ବାଛିବା ନାହିଁ।”

ନେତା ହେବା ପାଇଁ ମିଠାମିଠା କଥା ହୋଇ ଭୋଟ ନେବେ। ପରେ ଦେଶୀ ଓ ବିଦେଶୀ କମ୍ପାନୀକୁ ଆମର ଜମି, ପାଣି, ଜଙ୍ଗଲ ଓ ନିୟମରଜା ଡଙ୍ଗରକୁ ବିକିଦେବେ। ସେହିପରି ଚଳିତ ବଜେଟରେ ମହିଳା, ଶିଶୁ, ଆଦିବାସୀ, ଦଳିତ ଓ ଚାଷୀଙ୍କ ପାଇଁ ବିଶେଷ କିଛି ବ୍ୟବସ୍ଥା କରାଯାଇନି ବୋଲି ପୋଷ୍ଟରରେ ଲେଖାଯାଇଛି।

ପୋଷ୍ଟରରେ ତଳକୁ ଡିଭିଜନାଲ କମିଟି ସିପିଆଇ(ଏମ୍‌) ବାଶଧାରା-ଘୁମୁସର-ନାଗାବଳୀ ମାଓବାଦୀ କମିଟି ବୋଲି ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story