କଳାହାଣ୍ଡିରେ ଆଜି ନୂଆଁଖାଇ

ଭବାନୀପାଟଣା: କଳାହାଣ୍ଡିର ଗଡ଼ଜାତ ଅଞ୍ଚଳରେ ଆଜି ନୂଆଁଖାଇ ପାଳନ କରାଯାଉଛି। ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ନିକଟରେ ସକାଳ ୮ଟା ୪୫ ମିନିଟ୍‌ରେ ନବାନ୍ନ ଲାଗି କରାଯାଇଥିଲା। ଏହା ପରେ ଜିଲ୍ଲାର ଭବାନୀପାଟଣା, ଲାଞ୍ଜିଗଡ଼, ଜୟପାଟଣା, ମଦନପୁର, ରାମପୁର, ଥୁଆମୂଳ ରାମପୁର ଅଞ୍ଚଳରେ ଲୋକେ ନୂଆ ଖାଇଛନ୍ତି। ନୂଆଁଖାଇ ପାଇଁ ଏସବୁ ଅଞ୍ଚଳ ଉତ୍ସବମୁଖର ହୋଇଛି।

manikeswari

manikeswari

Rakesh Mallick
  • Published: Sunday, 11 September 2016
  • Updated: 11 September 2016, 02:11 PM IST

Sports

Latest News

ଭବାନୀପାଟଣା: କଳାହାଣ୍ଡିର ଗଡ଼ଜାତ ଅଞ୍ଚଳରେ ଆଜି ନୂଆଁଖାଇ ପାଳନ କରାଯାଉଛି। ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ନିକଟରେ ସକାଳ ୮ଟା ୪୫ ମିନିଟ୍‌ରେ ନବାନ୍ନ ଲାଗି କରାଯାଇଥିଲା। ଏହା ପରେ ଜିଲ୍ଲାର ଭବାନୀପାଟଣା, ଲାଞ୍ଜିଗଡ଼, ଜୟପାଟଣା, ମଦନପୁର, ରାମପୁର, ଥୁଆମୂଳ ରାମପୁର ଅଞ୍ଚଳରେ ଲୋକେ ନୂଆ ଖାଇଛନ୍ତି। ନୂଆଁଖାଇ ପାଇଁ ଏସବୁ ଅଞ୍ଚଳ ଉତ୍ସବମୁଖର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos