ଭବାନୀପାଟଣାରେ ଶବ ବୁହା ଘଟଣା ରାଜ୍ୟର ଛବିକୁ ଖରାପ କରିଛି: ଧର୍ମେନ୍ଦ୍ର

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ସ୍ୱାମୀ ନିଜ କାନ୍ଧରେ ସ୍ତ୍ରୀର ମୃତଦେହ ବୋହିବା ଘଟଣା ରାଜ୍ୟର ଛବିକୁ ଖରାପ କରିଥିବା ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ କହିଛନ୍ତି,“କଳାହାଣ୍ଡି ଓ ବାଲେଶ୍ୱରରେ ଦୁଇଟି ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସମ୍ୱେଦନଶୀଳତାକୁ ଉଲ୍ଲଂଘନ କରୁଛି। ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ ସରକାର ଓ ଜିଲ୍ଲାପ୍ରଶାସନ ଦୃଷ୍ଟାନ୍ତମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନେବା ଦରକାର।” ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସ‍ବ୍ୟସାଚୀ ନାୟକ ଦୁଃଖ […]

darmendra

darmendra

Rakesh Mallick
  • Published: Saturday, 27 August 2016
  • Updated: 27 August 2016, 02:41 PM IST

Sports

Latest News

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ସ୍ୱାମୀ ନିଜ କାନ୍ଧରେ ସ୍ତ୍ରୀର ମୃତଦେହ ବୋହିବା ଘଟଣା ରାଜ୍ୟର ଛବିକୁ ଖରାପ କରିଥିବା ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସେ କହିଛନ୍ତି,“କଳାହାଣ୍ଡି ଓ ବାଲେଶ୍ୱରରେ ଦୁଇଟି ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସମ୍ୱେଦନଶୀଳତାକୁ ଉଲ୍ଲଂଘନ କରୁଛି। ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ ସରକାର ଓ ଜିଲ୍ଲାପ୍ରଶାସନ ଦୃଷ୍ଟାନ୍ତମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନେବା ଦରକାର।”

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସ‍ବ୍ୟସାଚୀ ନାୟକ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ ନିଶ୍ଚିତ ଭାବେ ଏହି ଘଟଣା ଦୁଃଖଦାୟକ ଓ ଦୁଭାର୍ଗ୍ୟ ଜନକ। ଆମେ ଅନୁଧ୍ୟାନ କରୁଛୁ ଦାୟିତ୍ୱରେ ଯିଏ ଅବହେଳା କରିଥିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଗାମୀ ଦିନରେ ଏଭଳି ଘଟଣା କେଉଁଠି ନ ଘଟେ ସେଥିପାଇଁ ମଧ୍ୟ ଆମେ ଧ୍ୟାନ ଦେଉଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story