ଗ୍ୟାସ୍‌ ଟାଙ୍କି ଫାଟି ଜଣେ ଶ୍ରମିକ ମୃତ, ୨ ଆହତ

ଯାଜପୁର: କଳିଙ୍ଗନଗର ଶିଳାଞ୍ଚଳରେ ଥିବା ଜିନ୍ଦଲ ଷ୍ଟେନଲେସ ଲିମିଟେଡ୍‌ କାରଖାନାରେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏସ୍‌ଏମ୍‌ଏସ୍‌ ବିଭାଗର ଗ୍ୟାସ ଟାଙ୍କି ଫାଟି ଯିବାରୁ ଏହି ଅଘଟଣ ଘଟିଛି। ମୃତ ଶ୍ରମିକ ଜଣଙ୍କ ହେଲେ ଜଳଧର ପତି। ଏହି ଘଟଣାରେ ଅନ୍ୟ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ […]

jindal

jindal

Rakesh Mallick
  • Published: Sunday, 25 June 2017
  • Updated: 25 June 2017, 08:36 PM IST

Sports

Latest News

ଯାଜପୁର: କଳିଙ୍ଗନଗର ଶିଳାଞ୍ଚଳରେ ଥିବା ଜିନ୍ଦଲ ଷ୍ଟେନଲେସ ଲିମିଟେଡ୍‌ କାରଖାନାରେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏସ୍‌ଏମ୍‌ଏସ୍‌ ବିଭାଗର ଗ୍ୟାସ ଟାଙ୍କି ଫାଟି ଯିବାରୁ ଏହି ଅଘଟଣ ଘଟିଛି। ମୃତ ଶ୍ରମିକ ଜଣଙ୍କ ହେଲେ ଜଳଧର ପତି।

ଏହି ଘଟଣାରେ ଅନ୍ୟ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର କାରଣ ଜଣାପଡିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story