କଲ୍ୟାଣସିଂହପୁର: ଆରମ୍ଭ ହେଲା ନିୟମଗିରି ଘାଟିର ରାସ୍ତା ନିର୍ମାଣ କାମ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ନିୟମଗିରି ଘାଟି ଉପରକୁ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଛି। ରାୟଗଡ଼ା ଏସ୍‌ପି କେ.ଶିବା ସୁବ୍ରମଣି ଓ ଉପଜିଲ୍ଲାପାଳ ମୂରଲୀଧର ସ୍ୱାଇଁ ଭୂମି ପୂଜାରେ ଉପସ୍ଥିତ ଥିଲେ। ଏହି ରାସ୍ତା ନିର୍ମାଣ ପାଇଁ ୨କୋଟି ୯୫ ଲକ୍ଷ ଟଙ୍କା ବ୍ୟୟବରାଦ ରହିଛି। ପୂର୍ବରୁ ମାଓବାଦୀଙ୍କ ବିରୋଧ ଯୋଗୁଁ ଏହି ରାସ୍ତା ନିର୍ମାଣ କାମ ବନ୍ଦ ରହିଥିଲା। ରାସ୍ତା ନିର୍ମାଣକୁ ନେଇ ଡଙ୍ଗରିଆ କନ୍ଧମାନେ ସ୍ୱାଗତ କରିଛନ୍ତି। ସେହିପରି ମାଓବାଦୀଙ୍କ ଧମକ ଯୋଗୁଁ […]

rayagada

rayagada

Rakesh Mallick
  • Published: Monday, 27 June 2016
  • Updated: 27 June 2016, 11:42 AM IST

Sports

Latest News

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ନିୟମଗିରି ଘାଟି ଉପରକୁ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଛି। ରାୟଗଡ଼ା ଏସ୍‌ପି କେ.ଶିବା ସୁବ୍ରମଣି ଓ ଉପଜିଲ୍ଲାପାଳ ମୂରଲୀଧର ସ୍ୱାଇଁ ଭୂମି ପୂଜାରେ ଉପସ୍ଥିତ ଥିଲେ। ଏହି ରାସ୍ତା ନିର୍ମାଣ ପାଇଁ ୨କୋଟି ୯୫ ଲକ୍ଷ ଟଙ୍କା ବ୍ୟୟବରାଦ ରହିଛି। ପୂର୍ବରୁ ମାଓବାଦୀଙ୍କ ବିରୋଧ ଯୋଗୁଁ ଏହି ରାସ୍ତା ନିର୍ମାଣ କାମ ବନ୍ଦ ରହିଥିଲା। ରାସ୍ତା ନିର୍ମାଣକୁ ନେଇ ଡଙ୍ଗରିଆ କନ୍ଧମାନେ ସ୍ୱାଗତ କରିଛନ୍ତି।

ସେହିପରି ମାଓବାଦୀଙ୍କ ଧମକ ଯୋଗୁଁ ନିୟମଗିରିକୁ ବନ୍ଦ ଥିବା  ବସ୍‌ ଚଳାଚଳ ଗତକାଲିଠାରୁ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story