ରାୟଗଡ଼ା ବନ୍ୟାଞ୍ଚଳରେ ତଥାପି ସୁଧୁରିନି ସ୍ଥିତି: ସ୍କୁଲରେ ଚାଲିଛି ରିଲିଫ୍‌ କ୍ୟାମ୍ପ, ୩ ଦିନ ବଢ଼ିଲା ଛୁଟି

କଲ୍ୟାଣସିଂପୁର: ରାୟଗଡ଼ା ଜିଲ୍ଲା ସିଂହପୁର ବ୍ଲକରେ ବନ୍ୟା ସ୍ଥିତି ଧୀରେଧୀରେ ସୁଧୁରୁଛି। ମାତ୍ର ପରିସ୍ଥିତି ସ୍ୱାଭାବିକ ହୋଇନାହିଁ। ଏବେବି ବିପନ୍ନମାନେ ସ୍କୁଲରେ ନିର୍ମିତ ଅସ୍ଥାୟୀ ଶିବିରରେ ରହୁଛନ୍ତି। ସେମାନଙ୍କୁ ରନ୍ଧା ଖାଦ୍ୟ ଖାଇବାକୁ ଦିଆଯାଉଛି। ଏହାଛଡ଼ା ଅନେକ ପିଲା ସେମାନଙ୍କ ପରିବାର ସହ ଗାଁରେ ରହୁଛନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ। ତେଣୁ ସ୍କୁଲ ଛୁଟିକୁ ଆଉ ୩ ଦିନ ବୃଦ୍ଧି କରାଯାଉଛି। ଏନେଇ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି ବୋଲି ରାୟଗଡ଼ା […]

kalyansinghpur-flood today

kalyansinghpur-flood today

Rakesh Mallick
  • Published: Friday, 21 July 2017
  • Updated: 21 July 2017, 06:05 PM IST

Sports

Latest News

କଲ୍ୟାଣସିଂପୁର: ରାୟଗଡ଼ା ଜିଲ୍ଲା ସିଂହପୁର ବ୍ଲକରେ ବନ୍ୟା ସ୍ଥିତି ଧୀରେଧୀରେ ସୁଧୁରୁଛି। ମାତ୍ର ପରିସ୍ଥିତି ସ୍ୱାଭାବିକ ହୋଇନାହିଁ। ଏବେବି ବିପନ୍ନମାନେ ସ୍କୁଲରେ ନିର୍ମିତ ଅସ୍ଥାୟୀ ଶିବିରରେ ରହୁଛନ୍ତି। ସେମାନଙ୍କୁ ରନ୍ଧା ଖାଦ୍ୟ ଖାଇବାକୁ ଦିଆଯାଉଛି। ଏହାଛଡ଼ା ଅନେକ ପିଲା ସେମାନଙ୍କ ପରିବାର ସହ ଗାଁରେ ରହୁଛନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ। ତେଣୁ ସ୍କୁଲ ଛୁଟିକୁ ଆଉ ୩ ଦିନ ବୃଦ୍ଧି କରାଯାଉଛି। ଏନେଇ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି ବୋଲି ରାୟଗଡ଼ା ଜିଲ୍ଲାପାଳ ଗୁହା ପୁନମ ତାପସ କୁମର କହିଛନ୍ତି। ବନ୍ୟା ଯୋଗୁଁ ପୂର୍ବରୁ ୩ ଦିନ ଛୁଟି ଘୋଷଣା କରାଯାଇଥିଲା।

ବନ୍ୟା ଯୋଗୁଁ ରାୟଗଡ଼ା ଜିଲ୍ଲାରେ ଭୟଙ୍କର ସ୍ଥିତି ହୋଇଛି। ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଲୋକେ ବିଭିନ୍ନ ଆଶ୍ରୟ ସ୍ଥଳରେ ରହୁଛନ୍ତି। କେତେକ ସ୍ଥାନରେ ହେଲିକପ୍ଟର ମାଧ୍ୟରେ ଖାଦ୍ୟ ପୁଡିଆ ପକାଯାଇଥିଲା। ଏବେ ବନ୍ୟା ସ୍ଥିତିର ସୁଧାର ଆସୁଛି। ଧୀରେଧୀରେ ଲୋକେ ନିଜ ଘରକୁ ଫେରି ଭାଙ୍ଗି ଯାଇଥିବା ଘରକୁ ସଜାଡ଼ୁ ଛନ୍ତି। ଉଜୁଡ଼ା ଘରକୁ ମରାମତି କରିବାରେ ଲାଗି ପଡ଼ିଛନ୍ତି ସମସ୍ତେ। ଅନ୍ୟପକ୍ଷରେ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story